ETV Bharat / bharat

ଅଯୋଧ୍ୟାରେ ସୁରକ୍ଷା କଡାକଡି, ସବୁ ଚେକ ପୋଷ୍ଟରେ ଚାଲିଛି ଯାଞ୍ଚ - sequrity tightened in ayodhya

ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଚୂଡାନ୍ତ ରାୟ ଆସିବାକୁ ଥିବାବେଳେ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସବୁ ଚେକ ପୋଷ୍ଟରେ ଯାଞ୍ଚକୁ ଜୋରଦାର କରିବା ସହ ସ୍ଥିତି ଉପରେ ନଜର ରଖିଛି ପୋଲିସ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Oct 18, 2019, 11:10 AM IST

ଲକ୍ଷ୍ନୌ: ସୁପ୍ରିମକୋର୍ଟରେ ସରିଛି ଅଯୋଧ୍ୟା ମାମଲାର ଶୁଣାଣି । କେବଳ ରାୟକୁ ଅପେକ୍ଷା ରହିଛି । ତେବେ ସର୍ବୋଚ୍ଚ ନ୍ୟାୟାଳୟ ଖୁବଶୀଘ୍ର ଚୂଡାନ୍ତ ରାୟ ପ୍ରକାଶ କରିବାକୁ ଥିବାବେଳେ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଅଯୋଧ୍ୟା ଜିଲ୍ଲାର ସମସ୍ତ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ସବୁ ଚେକିଂ ପଏଣ୍ଟରେ ପୋଲିସ ପକ୍ଷରୁ ଜୋରଦାର ଯାଞ୍ଚ ଚାଲିଛି । ତେବେ ପରିସ୍ଥିତି ଶାନ୍ତ ରହିଛି। କୌଣସି ମିଥ୍ୟା ତଥା ଉଡା କଥାରେ ଲୋକେ ବିଶ୍ବାସ କରନ୍ତୁ ନାହିଁ ବୋଲି କହିଛନ୍ତି ସ୍ଥାନୀୟ ପୋଲିସ ଅଧିକାରୀ ଅମନ ସିଂ।

ତେବେ ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଠାରେ 144 ଧାରା ଲାଗୁ କରାଯାଇଛି। ଯାହାକି ଡିସେମ୍ବର 10 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ପ୍ରଶାସନ ପକ୍ଷରୁ ଜଣାଇ ଦିଆଯାଇଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.