ETV Bharat / bharat

ବରଫ ଚାଦର ତଳେ ଉତ୍ତରାଖଣ୍ଡ - ଡେରାଡୁନ

ପୁଣି ବରଫ ଚାଦରରେ ଢାଙ୍କି ହୋଇଛି ଉତ୍ତରାଖଣ୍ଡର ବିଭିନ୍ନ ଅଞ୍ଚଳ । ତେବେ ମଙ୍ଗଳବାର ରାଜ୍ୟର କିଛି ଅଞ୍ଚଳରେ ବୃଷ୍ଟିପାତ ହୋଇଛି ।

ପ୍ରତିକାତ୍ମକ ଫଟୋ
author img

By

Published : Feb 27, 2019, 7:04 PM IST

ବରଫ ଚାଦର ତଳେ ଉତ୍ତରାଖଣ୍ଡ

ଡେରାଡୁନ: ପୁଣି ବରଫ ଚାଦରରେ ଢାଙ୍କି ହୋଇଛି ଉତ୍ତରାଖଣ୍ଡର ବିଭିନ୍ନ ଅଞ୍ଚଳ । କିଛି ଦିନର ବ୍ୟବଧାନ ପରେ ବୁଧବାର ପୁଣି ଥରେ ପାଗ ବିଗିଡି ଯାଇଛି । ଫଳରେ ଉତ୍ତରାଖଣ୍ଡ ରାଜ୍ୟର ବିଭିନ୍ନ ଅଞ୍ଚଳ ତୁଷାରପାତ ହେବା ସହ ପାହାଡି ଅଞ୍ଚଳ ଗୁଡିକ ବରଫରେ ପୋତି ହୋଇଯାଇଛି ।

ତୁଷାରପାତ ଯୋଗୁଁ ରାଜ୍ୟରେ ପୁଣି ଥରେ ଥଣ୍ଡାର ପ୍ରକୋପ ବୃଦ୍ଧି ପାଇଛି । ତେବେ ମଙ୍ଗଳବାର ରାଜ୍ୟର କିଛି ଅଞ୍ଚଳରେ ବୃଷ୍ଟିପାତ ହୋଇଥିଲା । ସେଥିପାଇଁ ପାଗରେ ପରିବର୍ତ୍ତନ ଘଟି ଥଣ୍ଡାର ମାତ୍ରା ବୃଦ୍ଧି ପାଇଛି । ଏପରିକି ତୁଷାରପାତ ଯୋଗୁଁ କିଛି କିଛି ସ୍ଥାନରେ ବିଦ୍ୟୁତ ସରବରାହ ବନ୍ଦ ରହିଛି ।

ଅନ୍ୟପଟେ ତୁଷାରପାତ ଯୋଗୁଁ କେତେକ ଗାଁ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବିଶେଷ କରି କେଦାରନାଥ, ତୃଙ୍ଗନାଥ, ମଦେମେଶ୍ବରରେ ବର୍ତ୍ତମାନ ମଧ୍ୟ ତୁଷାରପାତ ଲାଗି ରହିଛି ।

ଚେଙ୍କ ଯୋଗୁ 5 ମାସ ଝିଅ ର ପରିସ୍ଥିତି ଗୁରୁତର
ରାଉରକେଲା- ରାଉରକେଲା ସରକାରୀ ହସ୍ପିଟାଲ ର ଶିଶୁ ୱାର୍ଡ ରେ 5 ମାସ ର ଦୀପିକା ପେଣ୍ଠଇ ର ଅବସ୍ଥା ଗୁରୁତାର। କାରଣ ହେଉଛି ସେ ବାନ୍ତି ତଥା ଝାଡା ରେ ପୀଡିତ ଥିଲା। କୋଇଡା ଥାନା ର କୋମଡୋ ଗାଁ ରେ ପିତା ସୁଜୀତ ପେଣ୍ଠଇ, ମା ମାମା ପେଣ୍ଠଇ ତଥା ଆଇ ବେଲୋଓ ପେଣ୍ଠଇ ତାକୁ ଚିକିତ୍ସା ପରିବର୍ତେ ପାଖ ଗାଁ ରେ ଥିବା ଏକ ଦମ୍ପତି ପାଖକୁ ନେଇ ଥିଲେ। 5 ମାସ ର ଏହି ବାଳିକା ପେଟ ରେ ସେଠାରେ ତା ପେଟ ର ବିଭିନ୍ନ ସ୍ଥାନ ରେ ଚେଙ୍କ ଦେଇ ଥିଲା। ତା ପରଠାରୁ ଉକ୍ୟ ବାଳିକା ର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାକୁ ଲାଗି ଥିଲେ।ଶୁକ୍ରବାର କୁନି ଝିଅ କୁ ନେଇ ପରିବାର ଲୋକ କୋଇଡା ସରକାରୀ ଡାକ୍ତରଖାନା କୁ ଯାଇ ଥିଲେ। ଧୀରେ ଧୀରେ ବାଳିକାର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେଉ ଥିବାରୁ ତାକୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କର ଯାଇଛି ଯଥା ଚିକିତ୍ସା ଜାରି ରହିଛି। ଘର ଲୋକ କ୍ୟାମେରା ସାମ୍ନା ରେ କିଛି କହିବାକୁ ମନା କରି ଦେଇ ଥିଲେ।
ସରକାର ସ୍ୱାସ୍ଥ୍ୟ କୁ ନେଇ ଦିମଦିମି ପିଟୁଥିବା ବେଳେ ସଚେତନତା ର ଅଭାବ ଯୋଗୁଁ ଲୋକ ଅନେ ଅନ୍ଧବିଶ୍ୱାସ ଉପରେ ଭରସା କରୁଥିବା ଆଦିବାସୀ ମାନଙ୍କ ପାଇଁ ଚିନ୍ତା ତ କାରଣ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.