ETV Bharat / bharat

ICU ପାଇଁ ଉତ୍ତରାଖଣ୍ତ ମୁଖ୍ୟମନ୍ତ୍ରୀଙ୍କ 1,267.40 ଲକ୍ଷ ଅନୁମୋଦନ - କୋଭିଡ୍ 19

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ୍ ରାଜ୍ୟର କୋଭିଡ୍ ହସ୍ପିଟାଲରେ ଆଇସିୟୁ ଲଗାଇବା ପାଇଁ 1,267.40 ଟଙ୍କା ଅନୁମୋଦନ କରିଛନ୍ତି।

ICU ପାଇଁ ଉତ୍ତରାଖଣ୍ତ ମୁଖ୍ୟମନ୍ତ୍ରୀଙ୍କ 1.267.40 ଲକ୍ଷ ଅନୁମୋଦନ

author img

By

Published : Jul 1, 2020, 1:39 PM IST

ଡେରାଡୁନ: ଦିନକୁ ଦିନ କୋରୋନା ପରିସ୍ଥିତି ବିଗିଡିବାରେ ଲାଗିଛି। ବେଡ୍ ଅଭାବ ଥିବା ବେଳେ ବିଭିନ୍ନ ହସ୍ପିଟାଲରେ ଆଇସିୟୁର ଅଭାବ ପରିଲକ୍ଷିତ ହେଉଛି। ଏଭଳି ସ୍ଥିତିରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ୍ କୋଭିଡ୍ ହସ୍ପିଟାଲରେ ଆଇସିୟୁ ଲଗାଇବା ପାଇଁ 1,267.40 ଟଙ୍କା ଅନୁମୋଦନ କରିଛନ୍ତି।

ଏହି ଅନୁମୋଦିତ ରାଶି ମଧ୍ୟରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର କୋଟଦ୍ବାରା ଡାକ୍ତରଖାନାରେ ଆଇସିୟୁ ପାଇଁ 356.70 ଲକ୍ଷ ଟଙ୍କା ଓ 343.19 ଲକ୍ଷ ରାଣୀକ୍ଷେତ୍ ହସ୍ପିଟାଲ, ତେହେରି ହସ୍ପିଟାଲ ପାଇଁ 274.51 ଲକ୍ଷ ଓ ମୁସୋରୀ ହସ୍ପିଟାଲ ପାଇଁ 293 ଲକ୍ଷ ଟଙ୍କା ଘୋଷଣା କରିଛନ୍ତି।

ସୂଚନା ଥାଉକି, ବର୍ତ୍ତମାନ ସମୟରେ ଉତ୍ତରାଖଣ୍ଡରେ 2831 କୋରୋନା ପଜିଟିଭ୍ ମାମଲା ରହିଥିବା ବେଳେ 681ଟି ସକ୍ରିୟ ମାମଲା ଓ 2111 ସୁସ୍ଥ ହେବା ସହ 39ଜଣଙ୍କ ମୃତ୍ୟୁ ହୋଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଣଳୟ ପକ୍ଷରୁ ରିପୋର୍ଟରେ ଦର୍ଶାଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.