ETV Bharat / bharat

‘ରାମବନ ଗମନ ମାର୍ଗ କାର୍ଯ୍ୟ ତ୍ବରାନିତ ପାଇଁ ବଦ୍ଧପରିକର ୟୁପି ସରକାର’ - ବଦ୍ଧପରିକର

ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ ଓ ଜଳ ସଂପଦ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କ ସହ ବୈଠକ କହରିଛନ୍ତି ଉତ୍ତରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ । ଅଧିକ ପଢନ୍ତୁ..

ରାମ ବନ ଗମନ ମାର୍ଗ କାର୍ଯ୍ୟ ତ୍ବରାନିତ ପାଇଁ ବଦ୍ଧପରିକର

author img

By

Published : Sep 8, 2020, 5:11 PM IST

ଲୌକ୍ଷ୍ନ: ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ ଓ ଜଳ ସଂପଦ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କ ସହ ବୈଠକ କହରିଛନ୍ତି ଉତ୍ତରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ।

ୟୁପିର ରାମ ବନ ଗମନ ମାର୍ଗ ଏବଂ ପ୍ରୟାଗରାଜ ଜନପଥକୁ ରାଷ୍ଟ୍ରୀୟ ରାଜମାର୍ଗରେ ଅନ୍ତ୍ରଭୁକ୍ତ କରାଯିବାକୁ ନେଇ ବୈଠକରେ ଆଲୋଚନା ହୋଇଛି । ସେପଟେ ଉଭୟ ଜନପଥର ଉନ୍ନତୀକରଣ କାର୍ଯ୍ୟ ଜାରି ରହିଥିବାବେଳେ ଏହାର ସମସ୍ତ ପ୍ରୋଜେକ୍ଟ କିପରି ତ୍ବରାନିତ ହେବ ଏନେଇ ସମସ୍ତେ ବଦ୍ଧପରିକର ବୋଲି କହିଛନ୍ତି କେଶବ ପ୍ରସାଦ ମୌର୍ଯ୍ୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.