ETV Bharat / bharat

ପାଞ୍ଚଦିନ ପର୍ଯ୍ୟନ୍ତ ଗୋରଖନାଥ ପୀଠରୁ ସରକାର ଚଳାଇବେ ଯୋଗୀ

author img

By

Published : Oct 6, 2019, 11:40 AM IST

ଦଶହରା ଅବସରରେ ବୁଧବାର ପର୍ଯ୍ୟନ୍ତ ଗୋରଖନାଥ ପୀଠରୁ ସରକାର ଚଳାଇବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । 9 ଅକ୍ଟୋବର ସକାଳେ ଲକ୍ଷ୍ନୌ ଫେରିିବେ ଯୋଗୀ ।

ଫାଇଲ ଫଟୋ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଗାମୀ 5 ଦିନ ପର୍ଯ୍ୟନ୍ତ ଗୋରଖନାଥ ମନ୍ଦିରରୁ ସରକାର ଚଳାଇବେ । ଯୋଗୀ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ସହିତ ଗୋରଖନାଥ ମନ୍ଦିରର ପୀଠାଧୀଶ୍ବର ମଧ୍ୟ ଅଛନ୍ତି । ଯୋଗୀ ବୁଧବାର ପର୍ଯ୍ୟନ୍ତ ଯୋଗୀ ଗୋରଖନାଥ ମନ୍ଦିରର ପୀଠାଧୀଶ୍ବର ଭୂମିକାରେ ନଜର ଆସିବେ ।

ଯୋଗୀ ଅଷ୍ଟମୀ ଓ ନବମୀରେ ପୂଜାର୍ଚ୍ଚନା କରିବା ପରେ ଦଶହରାରେ ପରମ୍ପରାଗତ ବିଜୟ ଶୋଭାଯାତ୍ରାର ନେତୃତ୍ବ ନେବେ । ଏହାପରେ ସେ 9 ଅକ୍ଟୋବର ସକାଳେ ଲକ୍ଷ୍ନୌ ଫେରିଆସିବେ ।

ଯୋଗୀ ଶନିବାର ବିମାନ ବନ୍ଦରରେ ପହଞ୍ଚି ଚମ୍ପାଦେବୀ ପାର୍କ ଯାଇଥିଲେ । ଏହାପରେ ସେ ଗୋରଖନାଥ ମନ୍ଦିରରେ ପୁରା ବିଧି ବିଧାନର ସହ ସହାଶକ୍ତିଙ୍କ ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି । ସୋମବାର ମୁଖ୍ୟମନ୍ତ୍ରୀ ନିଜ ବାସଭବନରେ କନ୍ୟାପୂଜନ ମଧ୍ୟ କରିବେ ।

Intro:Body:

dsvsdv

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.