ETV Bharat / bharat

ସମ୍ପର୍କ ମଜବୁତ କରିବା ପାଇଁ ଭାରତରେ ଆମେରିକା ବିଦେଶ ମନ୍ତ୍ରୀ ପମ୍ପିଓ

ଆମେରିକାର ବିଦେଶ ମନ୍ତ୍ରୀ ମାଇକ ପମ୍ପିଓ ମଙ୍ଗଳବାର ନୂଆଦିଲ୍ଲୀ ପହଞ୍ଚିଛନ୍ତି । ଆଜି ଭାରତର ବିଦେଶମନ୍ତ୍ରୀ ଏସ ଜୟଶଙ୍କର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ ସେ ।

ଫଟୋ ସୌଜନ୍ୟ: ଟ୍ବିଟର@ANI
author img

By

Published : Jun 26, 2019, 4:56 AM IST

ନୂଆଦିଲ୍ଲୀ: ଆମେରିକାର ବିଦେଶ ମନ୍ତ୍ରୀ ମାଇକ ପମ୍ପିଓ ମଙ୍ଗଳବାର ନୂଆଦିଲ୍ଲୀ ପହଞ୍ଚିଛନ୍ତି । ସେ ଆଜି ଭାରତର ବିଦେଶମନ୍ତ୍ରୀ ଏସ ଜୟଶଙ୍କର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ପମ୍ପିଓଙ୍କର ଜୁନ 24 ରୁ 30 ମଧ୍ୟରେ ହିନ୍ଦ-ପ୍ରଶାନ୍ତ କ୍ଷେତ୍ରର 4 ଦେଶ-ଭାରତ, ଶ୍ରୀଲଙ୍କା, ଜାପାନ ଏବଂ ଦକ୍ଷୀଣ କୋରିଆ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିଲା ।

ଏହି ସାକ୍ଷାତକାରରେ ଦୁଇ ଦେଶର ସମ୍ପର୍କକୁ ମଜବୁତ କରିବାର ପ୍ରୟାସ କରାଯିବ । ସେପଟେ ଭାରତ ଏବଂ ଆମେରିକା ମଧ୍ୟରେ ଟ୍ରେଡ ୱାରକୁ ନେଇ ଚାଲିଥିବା ତିକ୍ତତା ସମୟରେ ଭାରତ ଗସ୍ତରେ ଆସିଛନ୍ତି ପମ୍ପିଓ । ତାଙ୍କର ଏହି ଯାତ୍ରା ଭାରତ ଏବଂ ଆମେରିକାର ସମ୍ପର୍କ ମଧ୍ୟରେ କି ପ୍ରଭାବ ପକାଇବ ତାହା ଆଗାମି ଦିନରେ ଜାଣିବାକୁ ମିଳିବ ।

Intro:Body:

dfhd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.