ETV Bharat / bharat

ଆସନ୍ତା 12 ବର୍ଷରେ ରେଳବାଇରେ ଖର୍ଚ୍ଚ ହେବ 50ଲକ୍ଷ କୋଟି - ରେଳବାଇ

ରେଳଯାତ୍ରାକୁ ଆହୁରି ସୁରକ୍ଷିତ, ସୌନ୍ଦର୍ଯ୍ୟ ଓ ଉନ୍ନତ କରିବା ପାଇଁ ସରକାର ବଡ ଯୋଜନା କରୁଛନ୍ତି ।

indian railway
indian railway
author img

By

Published : Jan 12, 2020, 11:51 PM IST

ଭୋପାଳ: ଆସନ୍ତା 10 ବର୍ଷ ମଧ୍ୟରେ ଭାରତୀୟ ରେଳରେ ବ୍ୟାପକ ଉନ୍ନତି ଆସିବ । ଏଥିପାଇଁ ବର୍ତ୍ତମାନ ଠାରୁ ରେଳ ମନ୍ତ୍ରଣାଳୟ ଓ ଭାରତ ସରକାର ଯୋଜନାବଦ୍ଧ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ମଧ୍ୟ ପ୍ରଦେଶର ଉଜ୍ଜୟେନକୁ ଦିନିକିଆ ଗସ୍ତରେ ଆସି ଏହା କହିଛନ୍ତି ରେଳ ମନ୍ତ୍ରୀ ପିୟୁଷ ଗୋଏଲ ।

ଗୋଏଲ କହିଛନ୍ତି ରେଳବାଇରେ ବିଭିନ୍ନ ସୁବିଧା ସୁଯୋଗ ସହ ଯାତ୍ରୀଙ୍କ ସୁରକ୍ଷା ଓ ଉନ୍ନତ ସେବା ପାଇଁ ଆସନ୍ତା ୧୨ ବର୍ଷ ମଧ୍ୟରେ ୫୦ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ । ଏହା ପିପିପି ମୋଡରେ କରାଯିବ । ରେଳବାଇରେ ଘରୋଇ କ୍ଷେତ୍ର ଦ୍ବାରା ପୁଞ୍ଜିବିନିଯୋଗ ଉଭୟ ଯାତ୍ରୀ ଓ ସରକାରଙ୍କ ପାଇଁ ଲାଭଦାୟକ ହେବ ବୋଲି ସେ କହିଛନ୍ତି। ଏହାସହ ସମସ୍ତ ରେଳପଥ ସମ୍ପ୍ରସାରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଘରୋଇ କ୍ଷେତ୍ରର ସହଯୋଗ ଲୋଡାଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.