ETV Bharat / bharat

ଚନ୍ଦ୍ରାୟନ-2ର ଉତକ୍ଷେପଣର ବିଳମ୍ବ ପାଇଁ ଉପା ଦାୟୀ ! - madhavan nair

ଖୁବଶୀଘ୍ର ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ କରିବାକୁ ଯାଉଛି ଚନ୍ଦ୍ରାୟନ-2 । ମୋଦି ସରକାର ଏହି ପ୍ରକଳ୍ପ ଉପରେ ବିଶ୍ବାସ ରଖିଥିବା ବେଳେ ଉପା ସରକାର ନିଜ ରାଜନୈତିକ ଫାଇଦା ଦେଖି ବିଳମ୍ବ କରିଥିଲା ବୋଲି ଅଭିଯୋଗ ଆଣିଛନ୍ତି ପୂର୍ବତନ ଇସ୍ରୋ ମୁଖ୍ୟ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jun 14, 2019, 1:27 PM IST

Updated : Jun 14, 2019, 2:02 PM IST

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ)ର ପୂର୍ବତନ ମୁଖ୍ୟ ତଥା ବିଜେପିର ଜି ମାଧାବନ ନାୟର ଉପା ସରକାରଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ଚନ୍ଦ୍ରାୟନ-2ର ପରୀକ୍ଷଣ ନେଇ ଉପା ସରକାର ସମୟରେ ଯୋଜନା କରାଯାଇଥିଲା । କିନ୍ତୁ ସରକାର ନିଜର ରାଜନୈତିକ ଦୃଷ୍ଟିକୋଣରୁ ଏଥିରେ ବିଳମ୍ବ କରିଥିବାର ସେ କହିଛନ୍ତି ।

2014 ଲୋକସଭା ନିର୍ବାଚନକୁ ନେଇ ଚନ୍ଦ୍ରାୟନ-2 ମିଶନ କାର୍ଯ୍ୟକାରୀ କରିବା ବଦଳରେ ମଙ୍ଗଳଯାନ ଉପରେ ଫୋକସ କରିଥିଲା ଉପା ସରକାର । 2008 ଅକ୍ଟୋବର 22 ଭାରତର ପ୍ରଥମ ଚନ୍ଦ୍ର ମକାଶଯାନ ଚନ୍ଦ୍ରାୟନ-1 ରେ ଲଞ୍ଚ କରାଯାଇଥିଲା କିନ୍ତୁ 2012ସୁଦ୍ଧା ଚନ୍ଦ୍ରାୟନ-2ର ଲଞ୍ଚିଂ ନେଇ ଯୋଜନା କରିଥିଲା ଇସ୍ରୋ ।

ରେକର୍ଡ କରିବା ଲକ୍ଷ୍ୟରେ ଇସ୍ରୋ । ଚନ୍ଦ୍ରାୟାନ-2ର ସଫଳ ପ୍ରକ୍ଷେପଣ ହେବା ପରେ ବର୍ତ୍ତମାନ ଚନ୍ଦ୍ର ପୃଷ୍ଠର ଦକ୍ଷିଣ ମେରୁରେ ଚନ୍ଦ୍ରାୟନ-2 ଲ୍ୟାଣ୍ଡିଂ କରିବାକୁ ଫକୋସ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୟରେ ଚନ୍ଦ୍ରାୟନ-2ର ପ୍ରକ୍ଷେପଣ କରିବା ପରେ ଲ୍ୟାଣ୍ଡିଂ କରିବା ନେଇ ଯୋଜନା କରାଯାଉଥିବା ବେଳେ ଉପା ସରକାର ସମୟରେ ମଙ୍ଗଳଯାନ ଲଞ୍ଚ କରିବାରେ ସଫଳ ହୋଇଥିଲା ।

Intro:Body:Conclusion:
Last Updated : Jun 14, 2019, 2:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.