ETV Bharat / bharat

କଂଗ୍ରେସ ଛାତି ଥରହର, 23ରେ ଅଣ-ଏନଡିଏ ଦଳ ସହ ସୋନିଆଙ୍କ ବୈଠକ

ମେ 23 ତାରିଖ ଦିନ ସୋନିଆ ଗାନ୍ଧୀ ଅଣ ଏନଡିଏ ଦଳଙ୍କ ସହ ବୈଠକ ଡାକିଛନ୍ତି । ସୋନିଆ ଡାକିଥିବା ବୈଠକ ପାଇଁ କଂଗ୍ରେସ 4 ଜଣ ନେତାଙ୍କୁ ନେଇ ଏକ ଟିମ ଗଠନ କରିଛି ।

ଫଟୋ ସୌଜନ୍ୟ:ସୋସିଆଲ ମିଡିଆ
author img

By

Published : May 16, 2019, 8:54 PM IST

ନୂଆଦିଲ୍ଲୀ: ଉପା ଅଧ୍ୟକ୍ଷ ସୋନିଆ ଗାନ୍ଧୀ ମେ 23 ତାରିଖ ଦିନ ଅଣ ଏନଡିଏ ଦଳଙ୍କ ସହ ବୈଠକ ଡାକିଛନ୍ତି । ଏହି ଦିନ ନିର୍ବାଚନ ଫଳାଫଳ ଘୋଷଣା ହେବାକୁ ଥିବା ବେଳେ ବିଜେପିକୁ ବହୁମତ ନମିଳିବା ଆଶଙ୍କା କରି ଉପା ପ୍ରମୁଖ ଏହି ବୈଠକ ଡାକିଥିବା ଜଣା ପଡିଛି ।

ନିମନ୍ତ୍ରଣ କରାଯାଇଥିବା ଦଳ ଗୁଡିକର ନେତାଙ୍କ ମଧ୍ୟରେ ଏନସିପି ପ୍ରମୁଖ ଶରଦ ପାଓ୍ବାର, ଡିଏମକେ ପ୍ରମୁଖ ଏମକେ ଷ୍ଟାଲିନ, ରାଜଦ ଓ ଟିଏମସି ମଧ୍ୟ ସାମିଲ ରହିଛନ୍ତି । ସେହିପରି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି ସୋନିଆ ।

ସୋନିଆ ଡାକିଥିବା ବୈଠକ ପାଇଁ କଂଗ୍ରେସ 4 ଜଣ ନେତାଙ୍କୁ ନେଇ ଏକ ଟିମ ଗଠନ କରିଛି । ଏହି ଟିମରେ ଅହମ୍ମଦ ପଟେଲ, ପି ଚିଦାମ୍ବରମ, ଗୁଲାମ ନବି ଆଜାଦ ଓ ଅଶୋକ ଗେହଲଟଙ୍କ ନାମ ରହିଛି ।

Intro:Body:

FGH

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.