ETV Bharat / bharat

ୟୁପିରେ 1.25 ଲକ୍ଷ କୋଟିର ପୁଞ୍ଜି ନିବେଶ ସଫଳ: ଯୋଗୀ ଆଦିତ୍ୟନାଥ

ଉତ୍ତରପ୍ରଦେଶରେ ଇନଭେଷ୍ଟର୍ସ ସମ୍ମିଳନୀ ଆୟୋଜିତ ହୋଇଛି । ଏଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବିଭିନ୍ନ ପୁଞ୍ଜିପତିମାନେ ଯୋଗଦେଇଥିଲେ ।

author img

By

Published : Jul 28, 2019, 4:12 PM IST

ଫଟୋ ସୌଜନ୍ୟ: ଏଏନଆଇ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଇନଭେଷ୍ଟର୍ସ ସମ୍ମିଳନୀରେ ଯୋଗ ଦେଇଛନ୍ତି । ଏହି ଅବସରରେ ରାଜ୍ୟରେ 1.50 ଲକ୍ଷ କୋଟି ଟଙ୍କାରୁ ଅଧିକ ଘରୋଇ ପୁଞ୍ଜିନିବେଶ କରାଯିବ ବୋଲି ପ୍ରକାଶ କରିଛନ୍ତି । ଏହାସହିତ ରାଜ୍ୟରେ 1.25 ଲକ୍ଷ କୋଟିର ପୁଞ୍ଜି ନିବେଶ ସଫଳ ହୋଇଥିବା କହିଛନ୍ତି ।

ଏହି ଇନଭେଷ୍ଟର୍ସ ସମ୍ମିଳନୀରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବିଭିନ୍ନ ପୁଞ୍ଜିପତିମାନେ ଯୋଗଦେଇଥିଲେ ।

Intro:Body:

TESTING

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.