ETV Bharat / bharat

ଚଳନ୍ତା ଟ୍ରେନରୁ ଦୁବୃର୍ତ୍ତଙ୍କ ଲୁଟ୍

ଡେରାଡୁନର ବାଲିଆ ଖେରୀରେ ପାସେଞ୍ଜର ଟ୍ରେନରେ ଯାତ୍ରୀଙ୍କର ବହୁମୂଲ୍ୟ ଜିନିଷପତ୍ର ଲୁଟି ନେଲେ 4 ବନ୍ଧୁକଧାରୀ ଲୁଟେରା । ପାଖାପାଖି 15-20 ଯାତ୍ରୀଙ୍କର ଜିନିଷ ଲୁଟ ହୋଇଥିବା ଅଭିଯୋଗ ଆସିଛି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Mar 17, 2019, 8:53 AM IST

ଲକ୍ଷ୍ନୌ: ମାତିଛନ୍ତି ଲୁଟେରା । ବର୍ତ୍ତମାନ ଲୁଟେରାଙ୍କ ଟାର୍ଗେଟରେ ରେଳ ଯାତ୍ରୀ । ଶନିବାର ଡେରାଡୁନର ବାଲିଆ ଖେରୀରେ ପାସେଞ୍ଜର ଟ୍ରେନରେ ହୋଇଛି ଲୁଟ । ଯାତ୍ରୀଙ୍କର ବହୁମୂଲ୍ୟ ଜିନିଷପତ୍ର ଲୁଟି ନେଲେ 4 ବନ୍ଧୁକଧାରୀ ଲୁଟେରା । ପାଖାପାଖି 15-20 ଯାତ୍ରୀଙ୍କର ଜିନିଷ ଲୁଟ ହୋଇଥିବା ଅଭିଯୋଗ ଆସିଛି ।

ସୂଚନା ଅନୁସାରେ ଏହି ଲୁଟେରାମାନେ ମୁହଁରେ କପଡା ବାନ୍ଧି ମାରଣାସ୍ତ୍ର ଧରି ଯାତ୍ରୀଙ୍କଠାରୁ ଜିନିଷ ଲୁଟିଥିଲେ । ସାହାରାନପୁରରୁ କିଛି କିମି ଦୂରତାରେ ଘଞ୍ଚ ଜଙ୍ଗଲରୁ ଏହି ଟ୍ରେନ ରାତି 2ଟା ବେଳେ ଗତି କରୁଥିବା ସମୟରେ ଏଭଳି ଘଟଣା ଘଟିଛି । ଲୁଟେରାମାନେ ଟ୍ରେନର ଚେନକୁ ଟାଣି ଟ୍ରେନକୁ ଅଟକାଇଥିଲେ । ଟ୍ରେନର ଶେଷ 3ଟି ବଗିରେ ପ୍ରାୟ 53 ମିନିଟ ଧରି ଯାତ୍ରୀଙ୍କ ଜିନିଷ ଲୁଟିଥିଲେ ।

ଘଟଣା ଘଟିବାର କିଛି ସମୟ ପରେ ଲୋକୋ ପାଇଲଟ ତୁରନ୍ତ ସାହାରାନପୁରର ଆରପିଏଫ ଏବଂ ଜିଆରପିକୁ ସୂଚନା ଦେଲେ । ପୋଲିସ ଘଟଣା ସମ୍ପର୍କରେ ସୂଚନା ପାଇ ଘଟଣାସ୍ଥଳକୁ ପହଞ୍ଚିବା ବେଳକୁ ଉକ୍ତ ଟ୍ରେନଟି ରୁରକିରେ ପହଞ୍ଚିସାରିଥିଲା । ଜିଆରପି ପୁଣି ରୁରକିରେ ପହଞ୍ଚିବାବେଳକୁ ଲୁଟେରାମାନେ ସେଠାରୁ ଫେରାର ହୋଇଯାଇଥିଲେ । ଲୁଟ ହୋଇଥିବା ଯାତ୍ରୀଙ୍କୁ ପୋଲିସ ପଚରାଉଚୁରା କରି ସେମାନଙ୍କଠାରୁ ବୟାନ ନେଇଛି । ସେପଟେ ଘଟଣା ସମ୍ପର୍କରେ ପୋଲିସ ଥାନାରେ ମାମଲା ରୁଜୁ କରିଛି ।

Intro:Body:

Pakistan will have better relations with its neighbours including India after the upcoming general elections, Prime Minister Imran Khan said on Thursday, claiming that Islamabad has taken the first step on a new path to peace and progress.

Recently, tensions between India and Pakistan escalated after a suicide bomber of Pakistan-based terror group Jaish-e-Mohammed killed 40 CRPF personnel in Jammu and Kashmir's Pulwama district in February 14.

 Khan, who announced visa reforms at a ceremony here, said that Pakistan is confident today that it has taken the first step on a new path to peace and progress.

         "Pakistan will have better relations with its neighbours including India after the end of their elections.

 We will have good relations with all our neighbours and a peaceful Pakistan will be a prosperous Pakistan," he said as he announced major visa reforms, including online visa issuance facility, to attract tourists and investors.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.