ETV Bharat / bharat

ମଦ୍ରାସା ଛାତ୍ରଛାତ୍ରୀ ହେବେ ସ୍ମାର୍ଟ, ଆରମ୍ଭ ହେବ 'ୱେବ ମ୍ୟାଥ୍ ଆପ' - ୱେବ-ମ୍ୟାଥ୍ ଆପ୍

ପିଲାଙ୍କୁ ସ୍ମାର୍ଟ ଓ ଶିକ୍ଷିତ କରିବା ପାଇଁ ମଦ୍ରାସା ବୋର୍ଡର ଇ-ଲର୍ଣ୍ଣିଂ ପେଜ୍। ଏଥିପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି 'ୱେବ-ମ୍ୟାଥ୍ ଆପ୍'। ଅଧିକ ଖବର ପଢନ୍ତୁ...

_Madrasa students
ୱେବ ମ୍ୟାଥ୍ ଆପ, ମଦ୍ରାସା ଛାତ୍ରଛାତ୍ରୀ ହେବେ ସ୍ମାର୍ଟ
author img

By

Published : Nov 30, 2019, 10:45 AM IST

ନୂଆଦିଲ୍ଲୀ: ପିଲାଙ୍କୁ ସ୍ମାର୍ଟ ଓ ଶିକ୍ଷିତ କରିବା ପାଇଁ ମଦ୍ରାସା ବୋର୍ଡର ଇ-ଲର୍ଣ୍ଣିଂ ପେଜ୍। ଏଥିପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି 'ୱେବ-ମ୍ୟାଥ୍ ଆପ୍'। ଏହି ଆପ୍ ଦ୍ବାରା ଉତ୍ତରପ୍ରଦେଶ ମଦ୍ରାସା ପିଲାଙ୍କୁ ସହଜ ଓ ସରଳରେ ଗଣିତ ପଢାଇହେବ ।

ଏହି ଆପ କାର୍ଯ୍ୟକାରୀ ହେବା ପୂର୍ବରୁ ପ୍ରଥମେ ଶିକ୍ଷକଙ୍କୁ ଟ୍ରେନିଂ ଦିଆଯିବ । ତେବେ ଶିକ୍ଷକଙ୍କ ଆବଶ୍ୟକତା ପୂରଣ ସହ ମଦ୍ରାସା ପିଲାଙ୍କୁ ସବୁ ବିଷୟରେ ପାରଙ୍ଗମ କରିବାକୁ ଏହାର ଯୋଜନା କରାଯାଇଥିବା ସଂଖ୍ୟାଲଘୁ ଓ ମଙ୍ଗଳ ବିଭାଗ ପକ୍ଷରୁ କୁହାଯାଇଛି।

ତେବେ ପ୍ରଥମ ପର୍ଯ୍ୟାୟରେ ଆପ୍ ଦ୍ବାରା ପିଲାମାନେ ଗଣିତ ଓ ବିଜ୍ଞାନ ପଢିପାରିବେ। ଏହାସହ ପ୍ରତ୍ୟେକ ମଦ୍ରାସାରୁ 2 ଜଣ ଶିକ୍ଷକଙ୍କୁ ଆସନ୍ତାମାସରେ ଲକ୍ଷ୍ନୌରେ ଆପ ବିଷୟରେ ଶିକ୍ଷା ଦିଆଯିବ।

ଇ-ଲର୍ଣ୍ଣିଂ ଦ୍ବାରା ପିଲାଙ୍କ ପଢାରେ ସହଜ ହେବା ସହ ପରୀକ୍ଷା ପାଇଁ ପ୍ରସ୍ତୁତିରେ ସାହାଯ୍ୟ ହେବ। ଏହାଦ୍ବାରା ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ମଦ୍ରାସା ପିଲା ଶିକ୍ଷିତ ହୋଇପାରିବେ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.