ETV Bharat / bharat

ହାଥରସ ଗଣଦୁଷ୍କର୍ମ ମାମଲା: ପୀଡିତାଙ୍କ ପରିବାରକୁ ଭେଟିଲେ ଡିଜି

author img

By

Published : Oct 3, 2020, 4:52 PM IST

ସାରା ଦେଶରେ ଚର୍ଚ୍ଚିତ ହୋଇଥିବା ହାଥରସ ଗଣଦୁଷ୍କର୍ମ ଘଟଣାରେ ଉତ୍ତରପ୍ରଦେଶ ଡିଜିପି ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପୀଡିତାଙ୍କ ପରିବାରକୁ ଭେଟିବା ପାଇଁ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ...

ହାଥରସ ଗଣଦୁଷ୍କର୍ମ ମାମଲା: ପୀଡିତାଙ୍କ ପରିବାରକୁ ଭେଟିବାକୁ ପହଞ୍ଚିଲେ ୟୁପି ଡିଜିପି

ଲକ୍ଷ୍ନୌ: ଦେଶକୁ ଥରାଇ ଦେଇଛି ହାଥରସ୍ ଗଣଦୁର୍ଷ୍କର୍ମ ଘଟଣା । ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଗୃହ) ଅବନୀଶ ଆୱସ୍ତି ଏବଂ ଡିଜିପି ହିତେଶ ଚନ୍ଦ୍ର ଆୱସ୍ତି ହାଥରସରେ ପହଞ୍ଚି ପୀଡିତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି ।

ଉତ୍ତରପ୍ରଦେଶ ଡିଜିପି ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଶନିବାର) ହାଥରସରେ ପହଞ୍ଚିଛନ୍ତି । ହାଥରସ ଘଟଣାରେ ଶୁକ୍ରବାର ରାତିରେ ଏସପି ଏବଂ ସିଓଙ୍କ ସମେତ ପାଞ୍ଚ ଜଣ ପୋଲିସକର୍ମୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ହାଥରସ ଗଣଦୁଷ୍କର୍ମ ମାମଲାରେ ରାଜନୈତିକ ଅସ୍ଥିରତା ମଧ୍ୟରେ ବିଜେପି ଏବଂ ଯୋଗୀ ସରକାରଙ୍କ ଭାବମୂର୍ତ୍ତିକୁ ନିୟନ୍ତ୍ରଣ କରିବା ପାଇଁ ସ୍ମୃତି ଇରାନୀ ଆସିଥିଲେ । ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ପୁଣି ଥରେ ହାଥରସ ଯାଉଛନ୍ତି। ସେ ଅନ୍ୟ ନେତାଙ୍କ ସହ ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟାଳୟ ଛାଡିଛନ୍ତି।

ଏଥିସହ ପ୍ରବଳ ଚାପରେ ୟୁପି ପୋଲିସକୁ ଶନିବାର ଦିନ ହାଥରସ ପୀଡିତାଙ୍କ ଗାଁରେ ସୁରକ୍ଷାକୁ କଡାକଡି କରାଯାଇ 144 ଧାରା ଜାରି କରାଯାଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.