ETV Bharat / bharat

ଉନ୍ନାଓ ଦୁଷ୍କର୍ମ ଓ ଅପହରଣ ମାମଲା: କୁଲଦୀପ ସିଂହ ସେନଗାର ଦୋଷୀ ସାବ୍ୟସ୍ତ

author img

By

Published : Dec 16, 2019, 4:27 PM IST

ଉନ୍ନାଓ ଦୁଷ୍କର୍ମ ଓ ଅପହରଣ ମାମଲାରେ ପୂର୍ବତନ ବିଜେପି ବିଧାୟକ କୁଲଦୀପ ସିଂହ ସେନଗାରଙ୍କୁ ଦିଲ୍ଲୀର ତୀଶ ହଜାରୀ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି ।

newdelhi
ଫାଇଲ ଫଟୋ

ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ଓ ଅପହରଣ ମାମଲାରେ ପୂର୍ବତନ ବିଜେପି ବିଧାୟକ କୁଲଦୀପ ସିଂହ ସେନଗାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଦିଲ୍ଲୀର ତୀଶ ହଜାରୀ କୋର୍ଟରେ ଏହି ମାମଲାର ଶୁଣାଣି କରାଯାଇଥିବା ବେଳେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆସନ୍ତାକାଲି ତାଙ୍କୁ ଦଣ୍ଡ ଶୁଣାଇବେ କୋର୍ଟ । ସେହିପରି ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ଶଶୀ ସିଂଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି ।

ବିଜେପିରୁ ବହିଷ୍କୃତ ସେନଗାର ଓ ତାଙ୍କ ସହଯୋଗୀ ମାନେ ୨୦୧୭ ମସିହାରେ ନାବାଳିକାକୁ ଅପହରଣ କରି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଘଟଣା ଘଟିବାର ଅଢେଇ ବର୍ଷ ପରେ କୋର୍ଟଙ୍କ ରାୟ ଆସିଥିବା ବେଳେ ପୀଡିତା ଏବେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଛନ୍ତି। ପୀଡିତାଙ୍କ ପିତା ଓ ଖୁଡିଙ୍କ ମୃତ୍ୟୁ ହୋଇଥିବା ବେଳେ କକା ଜେଲରେ ବନ୍ଦୀ ଅଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.