ETV Bharat / bharat

ଦେଶରେ ଦିନକରେ 445 କୋରୋନା ମୃତ୍ୟୁ, ସଂଖ୍ୟା 13,699କୁ ବୃଦ୍ଧି - 306ମୃତ

24ଘଣ୍ଟାରେ 15,413 କୋରୋନା ପଜେଟିଭ ଚିହ୍ନଟ , 306ମୃତ

author img

By

Published : Jun 22, 2020, 8:08 AM IST

Updated : Jun 22, 2020, 9:37 AM IST

09:36 June 22

ଦେଶରେ ଦିନକରେ 445 କୋରୋନା ମୃତ୍ୟୁ, ସଂଖ୍ୟା 13,699କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ବଢିଲା କୋରୋନା ମୃତ୍ୟୁ ସଂଖ୍ୟା । ଗୋଟିଏ ଦିନରେ 445 ମୃତ । ସମୁଦାୟ ସଂଖ୍ୟା 13,699କୁ ବୃଦ୍ଧି । ସେପଟେ ଆଉ 14,821 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ ମୋଟ 4,25,282 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ 2,37,196 ସୁସ୍ଥ ହୋଇଥିବାବେଳେ 1,74,387 ଟି ସକ୍ରିୟ ମାମଲା ରହିଛି । 

07:58 June 22

24ଘଣ୍ଟାରେ 15,413 କୋରୋନା ପଜେଟିଭ ଚିହ୍ନଟ , 306ମୃତ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢିଚାଲିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା ।  24ଘଣ୍ଟାରେ 15ହଜାର 413 କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ 306ଜଣଙ୍କ ମୃତ୍ୟୁ ହୋଇଛି । ମୋଟ ସଂକ୍ରମିତଙ୍କ ସଂଖ୍ୟା 4 ଲକ୍ଷ10ହଜାର 461ରେ ପହଞ୍ଚିଛି । ବର୍ତ୍ତମାନ 2ଲକ୍ଷ 27ହଜାର 756ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ସକ୍ରିୟ ମାମଲା 1ଲକ୍ଷ 69ହଜାର451ଟି ରହିଛି । ଏପଟେ ମୋଟ ମୃତ୍ୟୁ ସଂଖ୍ୟା 13ହଜାର 254ରେ ପହଞ୍ଚିଲାଣି ।

Last Updated : Jun 22, 2020, 9:37 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.