ନୂଆଦିଲ୍ଲୀ: ଦେଶରେ ସର୍ବକାଳୀନ ଦିନିକିଆ ରେକର୍ଡ ଭାଙ୍ଗିଲା କୋରୋନା । 24 ଘଣ୍ଟାରେ ସାଢେ 14 ହଜାରରୁ ଊର୍ଦ୍ଧ୍ବ ଆକ୍ରାନ୍ତ । 375 ମୃତ । ମୋଟ ଆକ୍ରାନ୍ତ ସଂଖ୍ୟା 395048 । ସେହିପରି ମୃତ୍ୟୁ ସଂଖ୍ୟା 12948 । ସେପଟେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି 213831 । ଅନ୍ୟପଟେ ବର୍ତ୍ତମାନ ଦେଶରେ 168269 ଟି ସକ୍ରିୟ ମାମଲା ରହିଛି ।
ଦେଶରେ ଗୋଟିଏ ଦିନରେ 14516 ଆକ୍ରାନ୍ତ, 375 ମୃତ - କୋରୋନା ପଜେଟିଭ

09:54 June 20
ଗୋଟିଏ ଦିନରେ 14516 ଆକ୍ରାନ୍ତ, 375 ମୃତ
07:18 June 20
ଦେଶରେ ଗୋଟିଏ ଦିନରେ 13586 କୋରୋନା ପଜେଟିଭ, 336 ମୃତ୍ୟୁ
ନୂଆଦିଲ୍ଲୀ: ଦେଶରେ ଗୋଟିଏ ଦିନରେ13,586 କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏହାସହ 336 ଜଣଙ୍କ ମୃତ୍ୟୁ ଘଟିଛି । ଫଳରେ ମୋଟ କୋରୋନା ପଜେଟିଭ ସଂଖ୍ୟା 3 ଲକ୍ଷ 80ହଜାର 5ଶହ 32ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 12ହଜାର 5ଶହ 73କୁ ବୃଦ୍ଧି ପାଇଛି ।
ମୋଟ 2ଲକ୍ଷ 4ହଜାର 7ଶହ 11 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 1ଲକ୍ଷ 63ହଜାର 2ଶହ 48ଟି ସକ୍ରିୟ ମାମଲା ରହିଛି ।