ନୂଆଦିଲ୍ଲୀ: ଦେଶରେ ଭୟଙ୍କର ରୂପ ନେଉଛି ମହାମାରୀ କୋରୋନା । ଦିନକରେ ସାଢେ 10 ହଜାରରୁ ଊର୍ଦ୍ଧ୍ବ ଆକ୍ରାନ୍ତ । 380 ମୃତ । ମୋଟ ପଜେଟିଭ୍ ସଂଖ୍ୟା 3 ଲକ୍ଷ 43 ହଜାର 91। ସେପଟେ ମୃତ୍ୟୁ ସଂଖ୍ୟା ଛୁଇଁଲା 9 ହଜାର 900 । ଅନ୍ୟପଟେ ଏକ ଲକ୍ଷ 80 ହଜାର 13 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଏକ ଲକ୍ଷ 53 ହଜାର 178 ସକ୍ରିୟ ମାମଲା ରହିଛି ।
ଗୋଟିଏ ଦିନରେ 380 ମୃତ, ସଂଖ୍ୟା 9900କୁ ବୃଦ୍ଧି - unlock one day 16

09:57 June 16
ଗୋଟିଏ ଦିନରେ 380 ମୃତ, ସଂଖ୍ୟା 9900କୁ ବୃଦ୍ଧି
05:57 June 16
ଗୋଟିଏ ଦିନରେ 325 କୋରୋନା ମୃତ୍ୟୁ, ସଂଖ୍ୟା 9520କୁ ବୃଦ୍ଧି
ନୂଆଦିଲ୍ଲୀ: ଦେଶରେ ବଢିଚାଲିଛି କୋଭିଡ୍-19 ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା 332424 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 169798 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି 9520 ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ 153106 ଟି ସକ୍ରିୟ ମାମଲା ରହିଛି ।