ETV Bharat / bharat

ଦେଶରେ ଦିନକରେ 64,531 ଆକ୍ରାନ୍ତ, 1092 ମୃତ

author img

By

Published : Aug 19, 2020, 9:47 AM IST

ଦେଶରେ ଦିନକରେ 64,531 ଆକ୍ରାନ୍ତ, 1092 ମୃତ
ଦେଶରେ ଦିନକରେ 64,531 ଆକ୍ରାନ୍ତ, 1092 ମୃତ

09:40 August 19

ଦେଶରେ ଦିନକରେ 64,531 ଆକ୍ରାନ୍ତ, 1092 ମୃତ

ନୂଆଦିଲ୍ଲୀ:ଦେଶରେ ସାଂଘାତିକ ହେଲାଣି କୋରୋନା ସ୍ଥିତି । ପୁଣି ଦିନକରେ  64,531 ଆକ୍ରାନ୍ତ କୋରୋନା ଆକ୍ରାନ୍ତ ଚିହ୍ନଟ । 1092 ମୃତ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 27,67,274 କୁ ବୃଦ୍ଧି । ସେପଟେ 52,889 ଛୁଇଁଲା ମୃତକଙ୍କ ସଂଖ୍ୟା ।  

ତେବେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 20,37,871 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 6,76,514 ଟି ସକ୍ରିୟ ମାମଲା ରହିଛି । 

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.