ETV Bharat / bharat

କୋରୋନା ଅପଡେଟ୍‌: ଦେଶରେ 47 ହଜାର ଟପିଲା ମୃତକଙ୍କ ସଂଖ୍ୟା - india corona update

ଦେଶରେ ଦିନକରେ 60 ହଜାରରୁ ଅଧିକ ଆକ୍ରାନ୍ତ, 834 ମୃତ

author img

By

Published : Aug 13, 2020, 7:28 AM IST

Updated : Aug 13, 2020, 10:10 AM IST

10:04 August 13

କୋରୋନା ଅପଡେଟ୍‌: ଦେଶରେ 47 ହଜାର ଟପିଲା ମୃତକଙ୍କ ସଂଖ୍ୟା

ନୂଆଦିଲ୍ଲୀ:ଦେଶରେ ସାଂଘାତିକ କୋରୋନା ସ୍ଥିତି । ଦିନକରେ 66,999 ଆକ୍ରାନ୍ତ ଚିହ୍ନଟ । 942 ମୃତ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 23,96,638ରେ ପହଞ୍ଚିଛି । ସେପଟେ ମୃତ୍ୟୁ ସଂଖ୍ୟା 47,033କୁ ବୃଦ୍ଧି ପାଇଛି । ସେହିପରି 16,95,982 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 6,53,622ଟି ସକ୍ରିୟ ମାମଲା ରହିଛି । 

07:21 August 13

ଦେଶରେ ଦିନକରେ 60 ହଜାରରୁ ଅଧିକ ଆକ୍ରାନ୍ତ, 834 ମୃତ

ନୂଆଦିଲ୍ଲୀ: ଦେଶରେ ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ଦିନରେ ପୁଣି 60,963 ଆକ୍ରାନ୍ତ ଚିହ୍ନଟ । 834 ମୃତ । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 23,29,639କୁ ବୃଦ୍ଧି । ସେପଟେ 46091 ଛୁଇଁଲା ମୃତ୍ୟୁ ସଂଖ୍ୟା । ସେହିପରି  16,39,600 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 6,43,948 ଟି ରହିଛି ସକ୍ରିୟ ମାମଲା ।

Last Updated : Aug 13, 2020, 10:10 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.