ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପୁଣି 24 ଘଣ୍ଟାରେ 18, 653 ଆକ୍ରାନ୍ତ । 507 ମୃତ । ଦେଶରେ ମୋଟ ସଂକ୍ରମିତ ସଂଖ୍ୟା 5, 85,493କୁ ବୃଦ୍ଧି । ସେପଟେ ମୃତ୍ୟୁ ସଂଖ୍ୟା ଛୁଇଁଲା 17,400 । ତେବେ ଦେଶରେ 3,47,979 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 2,20,114 ଟି ସକ୍ରିୟ ମାମଲା ରହିଛି ।
ଦେଶରେ ଗୋଟିଏ ଦିନରେ 18, 653 ଆକ୍ରାନ୍ତ, 507 ମୃତ
10:28 July 01

06:07 July 01
ଦେଶରେ 24 ଘଣ୍ଟାରେ 18, 522 ଆକ୍ରାନ୍ତ, 418 ମୃତ
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣରେ ଲାଗୁନି ଲଗାମ । ପୁଣି 24 ଘଣ୍ଟାରେ 18, 522 ଆକ୍ରାନ୍ତ । 418 ମୃତ । ଦେଶରେ ମୋଟ ସଂକ୍ରମିତ ସଂଖ୍ୟା 5, 66,840କୁ ବୃଦ୍ଧି । ସେପଟେ ମୃତ୍ୟୁ ସଂଖ୍ୟା ଛୁଇଁଲା 16,893 । ତେବେ ଦେଶରେ 3,34,822 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 2,15,125 ଟି ସକ୍ରିୟ ମାମଲା ରହିଛି ।