ନୂଆଦିଲ୍ଲୀ: ଦେଶରେ ଖସୁନି କରୋନା ଗ୍ରାଫ୍ । ପୁଣି 24 ଘଣ୍ଟାରେ 22, 752 ଆକ୍ରାନ୍ତ । 482 ମୃତ । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 7,42,417କୁ ବୃଦ୍ଧି । ସେପଟେ ମୃତ୍ୟୁ ସଂଖ୍ୟା 20,642 । ତେବେ 4,56,831 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 2,64,944ଟି ସକ୍ରିୟ ମାମଲା ରହିଛି ।
ଦିନକରେ 22,752 ନୂଆ ଆକ୍ରାନ୍ତ ଚିହ୍ନଟ, 482 ମୃତ - Unlock 2.0
09:57 July 08
ଦିନକରେ 22,752 ନୂଆ ଆକ୍ରାନ୍ତ ଚିହ୍ନଟ, 482 ମୃତ
06:15 July 08
ଦିନକରେ 22,252 ନୂଆ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା 7 ଲକ୍ଷ ପାର
ନୂଆଦିଲ୍ଲୀ: ଦେଶରେ 24 ଘଣ୍ଟାରେ 22,252ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 7,19,665ରେ ପହଞ୍ଚିଛି । ସେପଟେ ଦିନକରେ 467 ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ମୃତ୍ୟୁ ସଂଖ୍ୟା 20,160କୁ ବୃଦ୍ଧି ପାଇଛି । ତେବେ 4,39,948 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 2,59,557 ଟି ସକ୍ରିୟ ମାମଲା ରହିଛି ।