ETV Bharat / bharat

ଦେଶରେ 7 ଲକ୍ଷ ପାର ହେଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

author img

By

Published : Jul 7, 2020, 6:19 AM IST

Updated : Jul 7, 2020, 9:53 AM IST

ଦେଶରେ ଦିନକରେ 24,248 ଆକ୍ରାନ୍ତ, 425 ମୃତ
ଦେଶରେ ଦିନକରେ 24,248 ଆକ୍ରାନ୍ତ, 425 ମୃତ

09:52 July 07

ଦେଶରେ 7 ଲକ୍ଷ ପାର ହେଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ 24 ଘଣ୍ଟାରେ 22,252ଟି ନୂଆ ଆକ୍ରାନ୍ତ ଚିହ୍ନଟ ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 7,19,665ରେ ପହଞ୍ଚିଛି । ସେପଟେ ଦିନକରେ 467 ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ମୃତ୍ୟୁ ସଂଖ୍ୟା 20,160କୁ ବୃଦ୍ଧି ପାଇଛି । ତେବେ 4,39,948 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 2,59,557 ଟି ସକ୍ରିୟ ମାମଲା ରହିଛି ।

06:13 July 07

ଦେଶରେ ଦିନକରେ 24,248 ଆକ୍ରାନ୍ତ, 425 ମୃତ

ନୂଆଦିଲ୍ଲୀ: ଦେଶରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ 24,248 ସଂକ୍ରମଣ ଚିହ୍ନଟ । 425 ମୃତ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 6,97,413କୁ ବୃଦ୍ଧି । ସେପଟେ ମୃତ୍ୟୁ ସଂଖ୍ୟା ଛୁଇଁଲା 19,693 । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ 4,24,433 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 2,53,287 ଟି ସକ୍ରିୟ ମାମଲା ରହିଛି । 

Last Updated : Jul 7, 2020, 9:53 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.