ETV Bharat / bharat

ଦେଶରେ ଦିନକରେ 47,704 ଆକ୍ରାନ୍ତ, 654 ମୃତ

author img

By

Published : Jul 28, 2020, 9:11 AM IST

Updated : Jul 28, 2020, 9:44 AM IST

ଦେଶରେ 14 ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ଦେଶରେ 14 ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

09:43 July 28

ଦେଶରେ ଦିନକରେ 47,704 ଆକ୍ରାନ୍ତ, 654 ମୃତ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ସଂକ୍ରମଣ ସଂଖ୍ୟା । 24ଘଣ୍ଟାରେ 47,704ଜଣ ଆକ୍ରାନ୍ତ ହୋଇଛନ୍ତି । ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 14,83,157ରେ ପହଞ୍ଚିଛି । ସେପଟେ ଦିନକରେ 654 ଜଣଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ସଂଖ୍ୟ  33,425କୁ ବୃଦ୍ଧି ପାଇଛି ।  

ତେବେ ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ 9,52,744 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 4,96,988ଟି ସକ୍ରିୟ ମାମଲା ରହିଛି । 

06:09 July 28

ଦେଶରେ 14 ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ସଂକ୍ରମଣ ସଂଖ୍ୟା । ଦେଶରେ 24ଘଣ୍ଟାରେ 49,931ଜଣ ଆକ୍ରାନ୍ତ ହୋଇଛନ୍ତି । ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 14,35,453ରେ ପହଞ୍ଚିଛି । ସେପଟେ ଦିନକରେ 708 ଜଣଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ସଂଖ୍ୟ  32,771କୁ ବୃଦ୍ଧି ପାଇଛି ।  

ତେବେ ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ 9,17,568 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 4,85,114ଟି ସକ୍ରିୟ ମାମଲା ରହିଛି । 

Last Updated : Jul 28, 2020, 9:44 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.