ETV Bharat / bharat

ଦେଶରେ ବେକାବୁ କୋରୋନା: ଦିନକରେ 37,724 ଆକ୍ରାନ୍ତ ଚିହ୍ନଟ, 648 ମୃତ

author img

By

Published : Jul 22, 2020, 6:48 AM IST

Updated : Jul 22, 2020, 9:39 AM IST

ଗୋଟିଏ ଦିନରେ 37,148 ଜଣ ଆକ୍ରାନ୍ତ ଚିହ୍ନଟ, 587 ମୃତ

09:38 July 22

ଦେଶରେ ବେକାବୁ କୋରୋନା: ଦିନକରେ 37,724 ଆକ୍ରାନ୍ତ ଚିହ୍ନଟ, 648 ମୃତ

ନୂଆଦିଲ୍ଲୀ: ଦେଶରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ଦିନରେ 37,724 ଜଣ ଆକ୍ରାନ୍ତ ଚିହ୍ନଟ । 648 ମୃତ । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 11,92,915 କୁ ବୃଦ୍ଧି ପାଇଛି । ସେହିପରି ମୃତକଙ୍କ ସଂଖ୍ୟା 28,732ରେ ପହଞ୍ଚିଛି । ତେବେ 7,53,050 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 4,11,133 ଟି ସକ୍ରିୟ ମାମଲା ରହିଛି ।  

06:13 July 22

ନୂଆଦିଲ୍ଲୀ: ଦେଶରେ ବେକାବୁ ହେଉଛି କୋରୋନା । ପୁଣି ଗୋଟିଏ ଦିନରେ 37,148 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛିନ୍ତି । ସେହିପରି 587 ଜଣଙ୍କର ମୃତ୍ୟୁ ଘଟିଛି ।  

ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 11,55,191କୁ ବୃଦ୍ଧି ପାଇଥିବାବେଳେ ମୃତକଙ୍କ ସଂଖ୍ୟା 28,084 ରହିଛି । ଅନ୍ୟପଟେ  7,24,578 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 4,02,529ଟି ସକ୍ରିୟ ମାମଲା ରହିଛି । 

Last Updated : Jul 22, 2020, 9:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.