ନୂଆଦିଲ୍ଲୀ: ଦେଶରେ ବେକାବୁ କୋରୋନା । ପୁଣି ଗୋଟିଏ ଦିନରେ 37,148 ଜଣ ଆକ୍ରାନ୍ତ ଚିହ୍ନଟ । 587 ମୃତ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 11,55,191କୁ ବୃଦ୍ଧି । ସେହିପରି ମୃତକଙ୍କ ସଂଖ୍ୟା ଛୁଇଁଲା 28,084 । ଅନ୍ୟପଟେ 7,24,578 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 4,02,529ଟି ସକ୍ରିୟ ମାମଲା ରହିଛି ।
ଦିନକରେ 37,148 ଜଣ ଆକ୍ରାନ୍ତ ଚିହ୍ନଟ, 587 ମୃତ
09:28 July 21
ଦିନକରେ 37,148 ଜଣ ଆକ୍ରାନ୍ତ ଚିହ୍ନଟ , 587 ମୃତ
06:09 July 21
ଦିନକରେ 40,425 ଆକ୍ରାନ୍ତ ଚିହ୍ନଟ, 681 ମୃତ
ନୂଆଦିଲ୍ଲୀ: ଦେଶରେ ଗୋଟିଏ ଦିନରେ 40,425 ଆକ୍ରାନ୍ତ ଚିହ୍ନଟ ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 11 ଲକ୍ଷ ଟପିଛି । ସେପଟେ ଦିନକରେ 681 ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ମୋଟ ମୃତ୍ୟୁ ସଂଖ୍ୟା 27,497କୁ ଛୁଇଁଛି । 11,18,043 ଜଣ ଆକ୍ରାନ୍ତ ହୋଇଛନ୍ତି ।
ଅନ୍ୟପଟେ 7,00,087 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 3,90,459ଟି ସକ୍ରିୟ ମାମଲା ରହିଛି ।