ନୂଆଦିଲ୍ଲୀ: 2024 ସୁଦ୍ଧା ସମ୍ପୂର୍ଣ୍ଣ ଭାରତୀୟ ରେଳରେ 100 ପ୍ରତିଶତ ବିଦ୍ୟୁତ ଚାଳିତ ହେବ । ରେଳ ମନ୍ତ୍ରୀ ପିୟୁସ ଗୋଏଲ ଏହି ସୂଚନା ଦଇଛନ୍ତି । ବର୍ତ୍ତମାନ ଦେଶରେ ଦୃତ ଗତିରେ ରେଳ ଲାଇନ ଗୁଡିକୁ ବୈଦ୍ୟୁତିକରଣ କରାଯାଉଛି । ଯାହା 2024 ବେଳକୁ ସମ୍ପୂର୍ଣ୍ଣ ହୋଇଯିବ । ଏହା ସହ ଭାରତୀୟ ରେଳ ନେଟୱାର୍କକୁ ପ୍ରଦୁଷଣ ମୁକ୍ତ କରିବା ପାଇଁ ଯୋଜନା ହୋଇଥିବା ସେ କହିଛନ୍ତି ।
ଭାରତ-ବ୍ରାଜିଲ ବିଜିନେସ ଫୋରମ ବୌଠକରେ ଯୋଗ ଦେଇ ରେଳ ମନ୍ତ୍ରୀ କହିଛନ୍ତି, ଦୂରତା ହିସାବରେ ଏହା ବିଶ୍ବର ପ୍ରଥମ ରେଳ ନେଟୱାର୍କ ହେବ । 2030 ବେଳକୁ ଏହା ସମ୍ପୂର୍ଣ୍ଣ ପ୍ରଦୁଷଣ ମୁକ୍ତ ହେବ । ଏହି ଅବସରେ ସେ ଭାରତ ଓ ବ୍ରାଜିଲ ଭାଗୀଦାରିରେ କାମକୁ ନେଇ ସେ ଖୁସି ପ୍ରକଟ କରିଛନ୍ତି ।
'2024ରେ ଭାରତୀୟ ରେଳରେ 100% ବିଦ୍ୟୁତ ଚାଳିତ ହେବ' - ଭାରତୀୟ ରେଳ
2024 ବେଳକୁ ଭାରତୀୟ ରେଳରେ 100 ପ୍ରତିଶତ ବିଦ୍ୟୁତ ଚାଳିତ ହେବ ବୋଲି ରେଳ ମନ୍ତ୍ରୀ ପିୟୁସ ଗୋଏଲ ସୂଚନା ଦଇଛନ୍ତି । ଅଧିକ ପଢନ୍ତୁ...
ନୂଆଦିଲ୍ଲୀ: 2024 ସୁଦ୍ଧା ସମ୍ପୂର୍ଣ୍ଣ ଭାରତୀୟ ରେଳରେ 100 ପ୍ରତିଶତ ବିଦ୍ୟୁତ ଚାଳିତ ହେବ । ରେଳ ମନ୍ତ୍ରୀ ପିୟୁସ ଗୋଏଲ ଏହି ସୂଚନା ଦଇଛନ୍ତି । ବର୍ତ୍ତମାନ ଦେଶରେ ଦୃତ ଗତିରେ ରେଳ ଲାଇନ ଗୁଡିକୁ ବୈଦ୍ୟୁତିକରଣ କରାଯାଉଛି । ଯାହା 2024 ବେଳକୁ ସମ୍ପୂର୍ଣ୍ଣ ହୋଇଯିବ । ଏହା ସହ ଭାରତୀୟ ରେଳ ନେଟୱାର୍କକୁ ପ୍ରଦୁଷଣ ମୁକ୍ତ କରିବା ପାଇଁ ଯୋଜନା ହୋଇଥିବା ସେ କହିଛନ୍ତି ।
ଭାରତ-ବ୍ରାଜିଲ ବିଜିନେସ ଫୋରମ ବୌଠକରେ ଯୋଗ ଦେଇ ରେଳ ମନ୍ତ୍ରୀ କହିଛନ୍ତି, ଦୂରତା ହିସାବରେ ଏହା ବିଶ୍ବର ପ୍ରଥମ ରେଳ ନେଟୱାର୍କ ହେବ । 2030 ବେଳକୁ ଏହା ସମ୍ପୂର୍ଣ୍ଣ ପ୍ରଦୁଷଣ ମୁକ୍ତ ହେବ । ଏହି ଅବସରେ ସେ ଭାରତ ଓ ବ୍ରାଜିଲ ଭାଗୀଦାରିରେ କାମକୁ ନେଇ ସେ ଖୁସି ପ୍ରକଟ କରିଛନ୍ତି ।
BLANK
Conclusion: