ETV Bharat / bharat

ସିଏଏକୁ ନେଇ ଟୁକଡେ ଟୁକଡେ ଗ୍ୟାଙ୍ଗ ସହ କଥାବାର୍ତ୍ତା କରିବୁ ନାହିଁ: କେନ୍ଦ୍ର ଆଇନମନ୍ତ୍ରୀ

author img

By

Published : Jan 6, 2020, 10:34 AM IST

ସିଏଏ କୁ ନେଇ ଯୁବକଙ୍କୁ ବୁଝାଇବୁ କିନ୍ତୁ ଟୁକଡେ ଟୁକଡେ ଗ୍ୟାଙ୍ଗ ସହ ଆଲୋଚନା କରିବୁ ନାହିଁ ଜଣାଇଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି। ଅଧିକ ପଢନ୍ତୁ...

union-minister-rabi-shankar-prasad-says-confusion-students-will-be-over-come-on-caa
ଫଟୋ ସୌଜନ୍ୟ: ଫାଇଲ ଫଟୋ

ନୂଆଦିଲ୍ଲୀ: ନାଗରିକ ସଂଶୋଧନ ଆଇନ(ସିଏଏ) ସହିତ ଜଡିତ କୌଣସି ବି ଭ୍ରମ ଦୂର କରିବା ପାଇଁ ଯୁବକଙ୍କ ସହ କଥାବାର୍ତ୍ତା କରିବୁ କିନ୍ତୁ ଆଜାଦୀ ନାରା ଦେଉଥିବା ଟୁକଡେ ଟୁକଡେ ଗ୍ୟାଙ୍ଗ ସହିତ କୌଣସି କଥାବାର୍ତ୍ତା ହେବ ନାହିଁ। ଭାରତ ଏକ ଗଣତାନ୍ତ୍ରିକ ଦେଶ ଏବଂ ଏଠାରେ ସମସ୍ତଙ୍କୁ ବିରୋଧ କରିବାର ସ୍ବାଧିନତା ରହିଛି। ହେଲେ ଦେଶର ସୁରକ୍ଷା ସହ କୌଣସି ପ୍ରକାର ବୁଝାମଣା କରାଯିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ।

ବିଶ୍ବହିନ୍ଦୁ ପରିଷଦ(ଭିଏଚପି) ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆମେ ଆଲୋଚନାକୁ ସ୍ବାଗତ କରିବୁ ହେଲେ ଦେଶକୁ ଭାଗ ଭାଗ କରିବା ଭଳି କୌଣସି ବିଚାରଧାରା କିମ୍ବା ଶକ୍ତିକୁ ସ୍ଥାନ ଦେବୁ ନାହିଁ। ସିଏଏ ଭାରତରେ ଥିବା କୌଣସି ନାଗରିକଙ୍କ ପାଇଁ ଲାଗୁ ହେବ ନାହିଁ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସହିତ ଅନ୍ୟ କଂଗ୍ରେସ ନେତା ମଧ୍ୟ ପାକିସ୍ଥାନ ଓ ବାଂଲାଦେଶରୁ ଧର୍ମୀୟ ଉତ୍ପୀଡନାର ଶିକାର ହୋଇଥିବା ସଂଖ୍ୟାଲଘୁଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବା ପାଇଁ କହି ସାରିଛନ୍ତି।

Intro:କନ୍ଧମାଳ ଜିଲ୍ଲାରେ ସରକାରୀ ଜମିରେ ଘର କରି ପୁରୁଷ ପୁରୁଷ ଧରି ରହିଆସୁଛନ୍ତି ହଜାର ହଜାର ପରିବାର। କିନ୍ତୁ ସେମାନଙ୍କୁ ମିଳୁ ନାହିଁ ଜମି ପଟ୍ଟା। ସରକାରୀ ଜମି ହୋଇଥିବାରୁ ଜବରଦଖଲ କାରୀ ଭାବେ ବିବେଚନା କରାଯାଉଛି। ସେଥିପାଇଁ ଫୁଲବାଣୀର ସମସ୍ତଙ୍କୁ ଜମି ପଟ୍ଟା ପ୍ରଦାନ କରିବାକୁ ଦାବି କରିଛି ଜମି ପଟ୍ଟା ଅଧିକାର ମଂଚ। ଏ ସମ୍ପର୍କରେ ଏକ ଜରୁରୀ ବୈଠକ ଫୁଲବାଣୀ ଯାତ୍ରା ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି।

Body:ସହରର ବିଭିନ୍ନ ସଂଗଠନର କର୍ମକର୍ତା ଓ ବ୍ୟକ୍ତି ଏହି ଜରୁରୀ ବୈଠକରେ ଯୋଗ ଦେଇଥିଲେ। କଂଗ୍ରେସ,ବିଜେପି,ବିଜେଡିର ନେତା ଓ କର୍ମକର୍ତା ମଧ୍ୟ ଯୋଗ ଦେଇଥିଲେ। ଆଗକୁ ଏଥିପାଇଁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଆଲୋଚନା କରାଯାଇଛି।

Conclusion:କନ୍ଧମାଳରୁ ସଦାଶିଵ ପାତ୍ର,ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.