ETV Bharat / bharat

ଦାୟିତ୍ବ ଗ୍ରହଣ କଲେ ନୀତିନ ଗଡକରୀ

ଅଣୁ, କ୍ଷୁଦ୍ର, ମଧ୍ୟମ (ଏମଏସଏମଇ) ଶିଳ୍ପ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ନୀତିନ । ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ ।

author img

By

Published : Jun 4, 2019, 11:30 AM IST

ଫଟୋ ସୌଜନ୍ୟ :ଏଏନଆଇ

ନୂଆଦିଲ୍ଲୀ: ଶପଥ ଗ୍ରହଣ ପରେ ଆଜି(ମଙ୍ଗଳବାର) ଦାୟିତ୍ବ ଗ୍ରହଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ। ଅଣୁ, କ୍ଷୁଦ୍ର, ମଧ୍ୟମ ଶିଳ୍ପ ଭାବେ ସେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି .

ସେହିପରି ଏହି ବର୍ଗରେ ରାଷ୍ଟ୍ରମନ୍ତ୍ରୀ ଭାବେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଦାୟିତ୍ବ ଗ୍ରହଣ କରିଛନ୍ତି ।

Intro:Body:

dh

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.