ETV Bharat / bharat

ବାବୁଲ ସୁପ୍ରିୟୋଙ୍କୁ ଯାଦବପୁର ବିଶ୍ବବିଦ୍ୟାଳୟରେ ବିରୋଧ

author img

By

Published : Sep 19, 2019, 11:11 PM IST

ଯାଦବପୁର ବିଶ୍ବବିଦ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ବିରୋଧ । ଏସଏଫଆଇ ଓ ଏଆଇଏସଏ ପକ୍ଷରୁ ତାଙ୍କୁ ବିରୋଧ କରାଯାଇଛି ।

ଫଟୋ ସୌଜନ୍ୟ: ଏଏନଆଇ

କୋଲକାତା: ଏବିଭିପି ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବା ସମୟରେ ଯାଦବପୁର ବିଶ୍ବବିଦ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ବିରୋଧ କରାଯାଇଛି । ଷ୍ଟୁଡେଣ୍ଟ ଫେଡରେସନ ଅଫ ଇଣ୍ଡିଆ (ଏସଏଫଆଇ ) ଓ ଅଲ ଇଣ୍ଡିଆ ଷ୍ଟୁଡେଣ୍ଟ ଆସୋସିଏସନ (ଏଆଇଏସଏ) ପକ୍ଷରୁ ତାଙ୍କୁ ବିରୋଧ କରାଯାଇଛି । ଏହାପରେ ସେଠାରେ ସୁରକ୍ଷା ବାହିନୀଙ୍କୁ ମୁତୟନ କରାଯାଇଛି ।

yadavpur university
ଫଟୋ ସୌଜନ୍ୟ: ଏଏନଆଇ

ବିରୋଧର ସମ୍ମୁଖୀନ ହେବାପରେ ପଶ୍ଚିମବଙ୍ଗ ଗଭର୍ଣ୍ଣର ଜଗଦୀପ ଧଙ୍କାର ତାଙ୍କୁ କ୍ୟାମ୍ପସ ଭିତରୁ ଉଦ୍ଧାର କରି ନିଜ କାରରେ ନେଇ ଯାଇଛନ୍ତି । ତାଙ୍କ ଆଗମନକୁ ବିରୋଧ କରି ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.