ETV Bharat / bharat

କେନ୍ଦ୍ରମନ୍ତ୍ରୀ ଅର୍ଜୁନରାମ ମେଘାୱାଲ କରୋନା ସଂକ୍ରମିତ - Union minister arjun meghwal tested corona positive

କେନ୍ଦ୍ରଗୃହ ମନ୍ତ୍ରୀ ପେଟ୍ରୋଲିୟମ ମନ୍ତ୍ରୀଙ୍କ ପରେ ଏବେ ଆଉ ଜଣେ କେନ୍ଦ୍ରମନ୍ତ୍ରୀ କରୋନା ସଂକ୍ରମିତ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Union minister arjun meghwal
Union minister arjun meghwal
author img

By

Published : Aug 8, 2020, 10:49 PM IST

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘାୱାଲ କରୋନା ସଂକ୍ରମିତ । ଶନିବାର ସଂଧ୍ୟାରେ ମନ୍ତ୍ରୀଙ୍କ କରୋନା ପଜିଟିଭ ଆସିଥିବା ଜଣାପଡିଛି । ଫଳରେ ମନ୍ତ୍ରୀଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ରାଜସ୍ଥାନ ବିକନାରେରୁ ସାଂସଦ ଥିବା ଅର୍ଜୁନ ରାମ ମେଘାୱାଲ କେନ୍ଦ୍ରରେ ଭାରୀଯାନ ଚଳାଚଳ ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅଛନ୍ତି ।

ଏହା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କର୍ଣ୍ଣାଟକ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ସେହିପରି ଦେଶର ଅନେକ ବିଧାୟକ ସାଂସଦ ମଧ୍ୟ କରୋନା ପଜିଟିଭ ହେଉଛନ୍ତି । ଫଳରେ ବର୍ତ୍ତମାନ ଏହା ସରକାରଙ୍କ ପାଇଁ ନୂଆ ଆହ୍ବନ ଏହା ସୃଷ୍ଟି କରିଛି ।

ବ୍ୟୁରୋ ରିୁପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.