ETV Bharat / bharat

ନାମାଙ୍କନ ଭରିଲେ ରାଜନାଥ ସିଂହ - LokSabha Elections

ନାମାଙ୍କନ ଭରିଲେ ରାଜନାଥ। ବିଜେପିର ଗଡ ଭାବରେ ପରିଚିତ ଲକ୍ଷ୍ନୌ ଲୋକସଭା ଆସନରୁ ଏଥର ବି ଦଳୀୟ ଟିକେଟରେ ପ୍ରାର୍ଥୀ ହେଉଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Apr 16, 2019, 1:23 PM IST

ଲକ୍ଷ୍ନୌ: ବିରାଟ ରାଲିରେ ଆସିଲେ। ସାଥୀରେ ଥିଲେ ବହୁ ହେବିୱେଟ। ହଜାର ହଜାର ସମର୍ଥକ। ନାମାଙ୍କନ ପୂର୍ବରୁ ଦମ ଦେଖାଇଲେ। ପରେ ଲକ୍ଷ୍ନୌ ଲୋକସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ।

ଭାରତୀୟ ଜନତା ପାର୍ଟି(ବିଜେପି)ର ଗଡ ଭାବରେ ପରିଚିତ ଉତ୍ତରପ୍ରଦେଶର ଲକ୍ଷ୍ନୌ ଲୋକସଭା ଆସନ। 1991 ମସିହାରୁ ବିଜେପି ଦଖଲରେ ଏହା ରହିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଏହି ଆସନରୁ ଲଗାତାର 5 ଥର ବିଜୟୀ ହୋଇଥିଲେ। 2014ରେ ଏହି ଆସନରୁ ବିଜେପି ଟିକେଟରେ ପ୍ରତିଦ୍ବନ୍ଦିତା କରିଥିଲେ ରାଜନାଥ ସିଂହ। ବିଜୟୀ ମଧ୍ୟ ହୋଇଥିଲେ। 2019ରେ ତାଙ୍କୁ ପୁଣିଥରେ ସମାନ ଆସନରୁ ପ୍ରାର୍ଥୀ କରିଛି ଦଳ।

Intro:Body:

gf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.