ଚଣ୍ଡିଗଡ: ଚଳିତ ବର୍ଷ ଅକ୍ଟୋବର 21 ତାରିଖରେ ହେବାକୁ ଯାଉଛି ହରିୟାଣା ବିଧାନସଭା ନିର୍ବାଚନ । ଦିନକୁ ଦିନ ଭୋଟଦାନ ତାରିଖ ପାଖେଇ ଆସୁଥିବାରୁ ବିଭିନ୍ନ ରାଜନୈତିକ ଦଳ ଭୋଟ ହାତେଇବା ପାଇଁ ଘନ ଘନ ନିର୍ବାଚନ ରାଲି କରିବାରେ ଲାଗି ପଡିଛନ୍ତି । ଏହି କ୍ରମରେ ବୁଧବାର ହରିୟାଣାର ଫରିଦାବାଦ, ସାମଲଖା, ବାହାଦୂରଗଡ ଏବଂ ଗୁରୁଗ୍ରାମରେ ଆୟୋଜିତ ହେଉଥିବା ନିର୍ବାଚନ ରାଲିକୁ ସମ୍ବୋଧିତ କରିବେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ।
ହରିୟାଣା ବିଧାନସଭା ନିର୍ବାଚନ: ପ୍ରଚାରରେ ଗୃହମନ୍ତ୍ରୀ ଅମିତ୍ ଶାହ - BJP President Amit Shah to address rallies in Faridabad
ଚଳିତ ମାସ 21 ତାରିଖରେ ହେବାକୁ ଯାଉଛି ହରିୟାଣା ବିଧାନସଭା ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳ ଭୋଟ ହାତେଇବା ପାଇଁ ଘନ ଘନ ନିର୍ବାଚନ ପ୍ରଚାରରେ ଲାଗି ପଡିଛନ୍ତି । ଏହିକ୍ରମରେ ବୁଧବାର ହରିୟାଣାର ଫରିଦାବାଦ, ସାମଲଖା, ବାହାଦୂରଗଡ ଏବଂ ଗୁରୁଗ୍ରାମରେ ଆୟୋଜିତ ହେଉଥିବା ନିର୍ବାଚନ ରାଲିକୁ ସମ୍ବୋଧନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ।

ଫାଇଲ ଫଟୋ
ଚଣ୍ଡିଗଡ: ଚଳିତ ବର୍ଷ ଅକ୍ଟୋବର 21 ତାରିଖରେ ହେବାକୁ ଯାଉଛି ହରିୟାଣା ବିଧାନସଭା ନିର୍ବାଚନ । ଦିନକୁ ଦିନ ଭୋଟଦାନ ତାରିଖ ପାଖେଇ ଆସୁଥିବାରୁ ବିଭିନ୍ନ ରାଜନୈତିକ ଦଳ ଭୋଟ ହାତେଇବା ପାଇଁ ଘନ ଘନ ନିର୍ବାଚନ ରାଲି କରିବାରେ ଲାଗି ପଡିଛନ୍ତି । ଏହି କ୍ରମରେ ବୁଧବାର ହରିୟାଣାର ଫରିଦାବାଦ, ସାମଲଖା, ବାହାଦୂରଗଡ ଏବଂ ଗୁରୁଗ୍ରାମରେ ଆୟୋଜିତ ହେଉଥିବା ନିର୍ବାଚନ ରାଲିକୁ ସମ୍ବୋଧିତ କରିବେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ।
Intro:Body:
Conclusion:
BLANK FOR LINK
Conclusion: