ETV Bharat / bharat

ଆଜି ‘ଆତ୍ମନିର୍ଭର ଭାରତ ଶପଥ’ର ଶୁଭାରମ୍ଭ କରିବେ ପ୍ରତିରକ୍ଷା ମନ୍ତ୍ରୀ

author img

By

Published : Aug 10, 2020, 7:34 AM IST

Updated : Aug 10, 2020, 7:41 AM IST

ଆତ୍ମନିର୍ଭର ଭାରତ ଶପଥର ଶୁଭାରମ୍ଭ କରିବେ ପ୍ରତିରକ୍ଷା ମନ୍ଚ୍ରୀ ରାଜନାଥ ସିଂ। ଅପରାହ୍ନ 3.30ରେ ଏହି କାର୍ଯ୍ୟକ୍ରମ ହେବ ବୋଲି ମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 'ମେକ୍ ଇନ୍ ଇଣ୍ଡିଆ' ପଦକ୍ଷେପକୁ ଆଗେଇ ନେବାକୁ ଏକ ପ୍ରୟାସ ବୋଲି ରାଜନାଥ କହିଛନ୍ତି।

ଫୋକସରେ ''ମେକ ଇନ୍ ଇଣ୍ଡିଆ'', ଆତ୍ମନିର୍ଭର ଭାରତ ସପ୍ତାହର ଶୁଭାରମ୍ଭ କରିବେ ପ୍ରତିରକ୍ଷା ମନ୍ଚ୍ରୀ

ନୂଆଦିଲ୍ଲୀ: ଆଜି ଆତ୍ମନିର୍ଭର ଭାରତ ଶପଥର ଶୁଭାରମ୍ଭ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଅପରାହ୍ନ 3.30ରେ ଏହି କାର୍ଯ୍ୟକ୍ରମ ହେବ ବୋଲି ମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 'ମେକ୍ ଇନ୍ ଇଣ୍ଡିଆ' ପଦକ୍ଷେପକୁ ଆଗେଇ ନେବାକୁ ଏହା ଏକ ପ୍ରୟାସ ବୋଲି ରାଜନାଥ କହିଛନ୍ତି।

ରବିବାର ପ୍ରତିରକ୍ଷା ମନ୍ତ୍ରୀ ଘୋଷଣା କରିଛନ୍ତି ଯେ ପ୍ରତିରକ୍ଷା ଉତ୍ପାଦନର ସ୍ୱଦେଶୀକରଣକୁ ବଢାଇବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ 101 ଟି ପ୍ରତିରକ୍ଷା ସାମଗ୍ରୀର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଏହି ପଦକ୍ଷେପ ଏକ ବଡ଼ ନିଷ୍ପତ୍ତି ବୋଲି ମନ୍ତ୍ରୀ କହିଛନ୍ତି।

  • Raksha Mantri Shri @rajnathsingh will launch ‘Atma Nirbhar Bharat Saptah’ at 3.30 pm tomorrow. #AtmaNirbharBharat

    — रक्षा मंत्री कार्यालय/ RMO India (@DefenceMinIndia) August 9, 2020 " class="align-text-top noRightClick twitterSection" data=" ">

2020-21 ପାଇଁ ପୁଞ୍ଜି କ୍ରୟ ବଜେଟ୍ ମଧ୍ୟ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ବାରା ଘରୋଇ ଏବଂ ବିଦେଶୀ ପୁଞ୍ଜି କ୍ରୟ ମାର୍ଗ ମଧ୍ୟରେ ବିଭକ୍ତ ହୋଇଛି। 2020-21 ରେ ଘରୋଇ ପୁଞ୍ଜି କ୍ରୟ ପାଇଁ ପ୍ରାୟ 52,000 କୋଟି ଟଙ୍କା ବ୍ୟୟ ଅଟକଳ ସହିତ ଏକ ପୃଥକ ବଜେଟ୍ ମୁଖ୍ୟ ସୃଷ୍ଟି କରିପାରିଛି ବୋଲି ଟୁଇଟ୍ ମାଧ୍ୟମରେ ସିଂ କହିଛନ୍ତି ।

  • The embargo on imports is planned to be progressively implemented between 2020 to 2024. Our aim is to apprise the Indian defence industry about the anticipated requirements of the Armed Forces so that they are better prepared to realise the goal of indigenisation.

    — Rajnath Singh (@rajnathsingh) August 9, 2020 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଞ୍ଚଟି ସ୍ତମ୍ଭ ଅର୍ଥାତ୍ ଅର୍ଥନୀତି, ଭିତ୍ତିଭୂମି, ସିଷ୍ଟମ୍, ଡେମୋଗ୍ରାଫି ଏବଂ ଡିମାଣ୍ଡ ଉପରେ ଆଧାର କରି ଆତ୍ମନିର୍ଭରଶୀଳ ଭାରତ ପାଇଁ ଏକ ସ୍ପଷ୍ଟ ଆହ୍ବାନ ଦେଇଛନ୍ତି । ଏବଂ ଆତ୍ମନିର୍ଭରଶୀଳ ଭାରତ ପାଇଁ ଏକ ସ୍ୱତନ୍ତ୍ର ଅର୍ଥନୈତିକ ପ୍ୟାକେଜ୍ ଘୋଷଣା କରିଛନ୍ତି ବୋଲି ସିରିଜ୍ ଟ୍ୱିଟରେ ରାଜନାଥ କହିଛନ୍ତି।

ଅସ୍ତ୍ରଶସ୍ତ୍ର ରପ୍ତାନିକାରୀ ତାଲିକାରେ ଭାରତ ଦ୍ୱିତୀୟ ଓ ବୃହତ୍ତମ ଅସ୍ତ୍ରଶସ୍ତ୍ର ଆମଦାନୀକାରୀ ତାଲିକାର 23 ତମ ସ୍ଥାନରେ ରହିଛି। ଫେବୃଆରୀ 2020 ରେ, ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା 5 ବର୍ଷରେ 5 ବିଲିୟନ ଡ଼ଲାରର ପ୍ରତିରକ୍ଷା ରପ୍ତାନି ଲକ୍ଷ୍ୟ ସ୍ଥିର କରିଛନ୍ତି। ଏବଂ 2025 ସୁଦ୍ଧା ପ୍ରତିରକ୍ଷା ଉତ୍ପାଦନରେ ଭାରତ 1.75 ଲକ୍ଷ କୋଟି ଟଙ୍କା କାରବାର ଉପରେ ନଜର ରଖିଛି।

Last Updated : Aug 10, 2020, 7:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.