ETV Bharat / bharat

ଆଜି କ୍ୟାବିନେଟ ବୈଠକ, କୋରୋନା ମୁକାବିଲା ପାଇଁ ଆସିବ ନୂଆ ଗାଇଡ୍ ଲାଇନ୍ - Union Cabinet meeting

ଆଜି କେନ୍ଦ୍ର କ୍ୟାବିନେଟ ବୈଠକ। ସକାଳ 7 ସମୟରେ ନୂଆଦିଲ୍ଲୀ ଲୋକ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବୈଠକ ଅନୁଷ୍ଠିତ ହୋଉଇଯାଇଛି।

Union Cabinet meeting
Union Cabinet meeting
author img

By

Published : Apr 15, 2020, 8:31 AM IST

ନୂଆଦିଲ୍ଲୀ: ଆଜି ସକାଳ 7 ସମୟରେ ନୂଆଦିଲ୍ଲୀ ଲୋକ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସିଛି କେନ୍ଦ୍ର କ୍ୟାବିନେଟ ବୈଠକ। ମୋଦିଙ୍କ ଲକଡାଉନ ଅବଧି ବୃଦ୍ଧି ଘୋଷଣା ପରେ ସରକାରଙ୍କ ପକ୍ଷରୁ କେନ୍ଦ୍ର କ୍ୟାବିନେଟ ବୈଠକ କରାଯାଇ କୋରୋନା ମୁକାବିଲା ନେଇ ବିଭିନ୍ନ ଦିଗ ଉପରେ ଆଜି ଆଲୋଚନା କରାଯିବ।

ଆଜିର ବୈଠକ ଏଥିପାଇଁ ଗୁରୁତ୍ବପୂର୍ଣ୍ଣ କି ମୋଦି ମଙ୍ଗଳବାର ଲକଡାଉନ ଅବଧି ବୃଦ୍ଧି ପାଇଁ ସମ୍ବୋଧନ ଦେବା ସମୟରେ ସୂଚନା ଦେଇଥିଲେ କି ସରକାରଙ୍କ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ କଟକଣା କୋହଳ ନେଇ ବିସ୍ତୃତ ଗାଇଡଲାଇନ ବୁଧବାର ଜାରିହେବ। ତେବେ ବୈଠକ ଶେଷ ହେବା ପରେ ପ୍ରସ୍ତୁତ ନୂଆ ଗାଇଡ୍ ଲାଇନ ବିଷୟରେ ସମସ୍ତ ସୂଚନା ପ୍ରକାଶ ପାଇବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.