ETV Bharat / bharat

ବିଶାକ୍ତ ମଦ ପିଇ ମଧ୍ୟପ୍ରଦେଶରେ 11 ମୃତ - ମଧ୍ୟପ୍ରଦେଶ ବିଶାକ୍ତ ମଦ କାଣ୍ଡ

ଉଜ୍ଜୟନୀରେ 24 ଘଣ୍ଟା ମଧ୍ୟରେ 11 ଦିନ ମଜୁରିଆଙ୍କ ମୃତ୍ୟୁ । ସମସ୍ତ ଶ୍ରମିକଙ୍କ ବିଷାକ୍ତ ମଦ ପିଇବା କାରଣରୁ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ବିଶାକ୍ତ ମଦ ପିଇ ମଧ୍ୟପ୍ରଦେଶରେ 11 ମୃତ
ବିଶାକ୍ତ ମଦ ପିଇ ମଧ୍ୟପ୍ରଦେଶରେ 11 ମୃତ
author img

By

Published : Oct 15, 2020, 10:45 PM IST

ଭୋପାଳ: ଉଜ୍ଜୟନୀରେ 24 ଘଣ୍ଟା ମଧ୍ୟରେ 11 ଦିନ ମଜୁରିଆଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ବିଶାକ୍ତ ମଦ ପିଇ ସମସ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସମ୍ପୂର୍ଣ୍ଣ ମାମଲାର ଯାଞ୍ଚ ପାଇଁ ଏସଆଇଟି ଟିମ ଗଠନ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ।

ବିଶାକ୍ତ ମଦ ପିଇ ମଧ୍ୟପ୍ରଦେଶରେ 11 ମୃତ

ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି ଯେ ସମସ୍ତ 11 ଶ୍ରମିକଙ୍କ ବିଷାକ୍ତ ମଦ ପିଇବା କାରଣରୁ ମୃତ୍ୟୁ ହୋଇଛି । ଭିସେରା ଯାଞ୍ଚ ପାଇଁ ନମୁନା ସାଗର ଲାବୋରେଟୋରୀକୁ ପଠାଯାଉଛି । ଏହି ଘଟଣାରେ ଔଷଧ ମାର୍କେଟରେ ଚଢାଉ କରିଛନ୍ତି ଏଡିଏମ୍ ନରେନ୍ଦ୍ର ସୂର୍ଯ୍ୟବଂଶୀ ।

ସ୍ପିରିଟ କିଣି ବିଷାକ୍ତ ମଦ ତିଆରି କରାଯାଉଥିବା ଜଣାପଡିଛି । ଘଟଣା ସାମ୍ନାକୁ ଆସିବା ପରେ ଦୋକାନକୁ ସିଲ୍ କରାଯାଇଛି। ଯାଞ୍ଚ ଶେଷ ନହେବା ପର୍ଯ୍ୟନ୍ତ ଦୋକାନ ବନ୍ଦ ରହିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.