ETV Bharat / bharat

ପୋଷ୍ଟର ଲଗାଉ ଥିବାବେଳେ 2 ନକ୍ସଲ ଗିରଫ

author img

By

Published : Jun 23, 2020, 11:31 AM IST

ଖରସାୱା ଏବଂ କୁଚାଇ ପୋଲିସକୁ ରବିବାର ବିଳମ୍ବିତ ରାତିରେ ମହାରାଜା ପ୍ରମାଣିକର ଦୁଇ ଜଣ ନକ୍ସଲ ସକ୍ରିୟ ସଦସ୍ୟଙ୍କୁ ଗିରଫ କରିଛି । ସେମାନେ ହେଲେ ଗଙ୍ଗାରାମ ଓରଫ ଗୋଞ୍ଚେ ଏବଂ ସୋଏନା ସର୍ଦ୍ଦାର ।

Two Naxalites arrested
2 ନକ୍ସଲ ଗିରଫ

ସରାୟକେଲା: ନକ୍ସଲଙ୍କ ବିରୁଦ୍ଧରେ ଝାଡଖଣ୍ଡ ପୋଲିସକୁ ବଡ଼ ସଫଳତା । ନକ୍ସଲି ପୋଷ୍ଟର ଲଗାଇବା ସମୟରେ 2ଜଣ ନକ୍ସଲଙ୍କୁ ଗିରଫ କରିଛି ପୋଲିସ । ଖରସାୱା ଏବଂ କୁଚାଇ ପୋଲିସକୁ ରବିବାର ବିଳମ୍ବିତ ରାତିରେ ମହାରାଜା ପ୍ରମାଣିକର ଦୁଇ ଜଣ ନକ୍ସଲ ସକ୍ରିୟ ସଦସ୍ୟଙ୍କୁ ଗିରଫ କରିଛି । ସେମାନେ ହେଲେ ଗଙ୍ଗାରାମ ଓରଫ ଗୋଞ୍ଚେ ଏବଂ ସୋଏନା ସର୍ଦ୍ଦାର ।

ସେମାନଙ୍କ ମଧ୍ୟରୁ ଗଙ୍ଗାରାମ କୁଚାଇ ଥାନା ପୋଲିସ ଷ୍ଟେସନ ଅନ୍ତର୍ଗତ ଅଞ୍ଚଳରେ ଏବଂ ସୋଏନା ସର୍ଦ୍ଦାର ଖରସାୱା ପୋଲିସ ଷ୍ଟେସନ ଅଞ୍ଚଳରେ ପୋଷ୍ଟର ଲଗାଉଥିଲେ । ଏନେଇ ଖରସାୱା ଥାନା ପ୍ରଭାରୀ ସନୋଜ କୁମାର ଚୌଧୁରୀ ଏନେଇ ସୂଚନା ଦେଇଛନ୍ତି ।

ଏହି ଦୁଇଜଣ ନକ୍ସଲଙ୍କୁ ପଚାରିବାରୁ ସେମାନେ ସାଧାରଣ ଗାଁଲୋକଙ୍କୁ ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କ ବିରୁଦ୍ଧରେ ଉସୁକେଇବା ପାଇଁ ଏଭଳି ପୋଷ୍ଟର ଲାଗା କାମରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି ବୋଲି ପୋଲିସ ପଚରାଉଚରା ସମୟରେ କହିଛନ୍ତି ।

ରବିବାର ଏହି 2 ନକ୍ସଲ କୁଚାଇ ପୋଲିସ ଷ୍ଟେସନ ଅନ୍ତର୍ଗତ ଅଞ୍ଚଳରେ ପୋଷ୍ଟର ଲଗାଉଥିଲେ । ଏହି ସମୟରେପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ସେମାନଙ୍କୁ ଗିରଫ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.