ETV Bharat / bharat

ସୁରକ୍ଷାକର୍ମୀଙ୍କ ଗୁଳିରେ 2 ଲସ୍କରୀ ଆତଙ୍କୀ ସଫା

author img

By

Published : Feb 22, 2020, 7:47 AM IST

Updated : Feb 22, 2020, 10:40 AM IST

ସୁରକ୍ଷାକର୍ମୀଙ୍କ ଗୁଳିମାଡରେ 2 ଲସ୍କରୀ ଇ ତୋଇବା ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଏନକାଉଣ୍ଟରଟି ଶନିବାର ଜମ୍ମୁକାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ହୋଇଥିଲା ।

Two Lashkar Terrorists
ସୁରକ୍ଷାକର୍ମୀଙ୍କ ଗୁଳିରେ 2 ଲସ୍କରୀ ଆତଙ୍କୀ ସଫା

ଶ୍ରୀନଗର: ସୁରକ୍ଷାକର୍ମୀଙ୍କ ଗୁଳିମାଡରେ 2 ଲସ୍କରୀ ଇ ତୋଇବା ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଏନକାଉଣ୍ଟରଟି ଶନିବାର ଜମ୍ମୁକାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ହୋଇଥିଲା ।

ସୂଚନା ଅନୁସାରେ, ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଶୁକ୍ରବାର ରାତିରୁ ବିଜବାହାର ସଙ୍ଗମ ଆରମ୍ଭ ହୋଇଥିଲା ।

ଏହି ଗୁଳିବିନିମୟ ସମୟରେ ସୁରକ୍ଷାକର୍ମୀଙ୍କ ଦ୍ବାରା ଘଟଣାସ୍ଥଳରୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଏହାସହ ଅପରେସନରେ ସିଆରପିଏଫ୍, ପୋଲିସ, ଆର୍ମି ପର୍ସନାଲ ନିୟୋଜିତ ଥିଲେ ।

@ ANI

Last Updated : Feb 22, 2020, 10:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.