ETV Bharat / bharat

ପଶ୍ଚିମବଙ୍ଗରୁ 2 ଜେଏମବି ଆତଙ୍କବାଦୀ ଗିରଫ

ବାଂଲାଦେଶର ସକ୍ରିୟ ଆତଙ୍କବାଦୀ ସଙ୍ଗଠନ ଜାମାତ-ଉଲ-ମୁଜାହିଦ୍ଦିନର(ଜେଏମବି ) ୨ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ  ଗିରଫ କରିଛି ପଶ୍ଚିମବଙ୍ଗ ପୋଲିସ ।

ଫାଇଲ ଫଟୋ
author img

By

Published : Sep 3, 2019, 10:30 PM IST

କୋଲକାତା: ପଶ୍ଚିମବଙ୍ଗ ପୋଲିସକୁ ମଙ୍ଗଳବାର ବଡ ସଫଳତା ମିଳିଛି । ବାଂଲାଦେଶର ସକ୍ରିୟ ଆତଙ୍କବାଦୀ ସଙ୍ଗଠନ ଜାମାତ-ଉଲ-ମୁଜାହିଦ୍ଦିନର(ଜେଏମବି) ୨ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ମାଲଦା ଜିଲ୍ଲାର ସାମସି ଗାଁରୁ ଗିରଫ କରାଯାଇଛି।। ଗିରଫ ଆତଙ୍କବାଦୀଦ୍ୱୟ ହେଉଛନ୍ତି ନିଜାମୁଦ୍ଦିନ ଖାନ ଏବଂ ଅବଦୁଲ ବାରୀ ।

ସୋମବାର ଗିରଫ ହୋଇଥିବା ଜାମାତ-ଉଲ-ମୁଜାହିଦ୍ଦିନର ସମର୍ଥକ ମହମ୍ମଦ ଅବଦୁଲ ଖାସମୀର ବୟାନ ଆଧାରରେ ପୋଲିସ ଅବଦୁଲ ଓ ନିଜାମୁଦ୍ଦିନକୁ ଗିରଫ କରିଛି। ଉଭୟ ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର ଜିଲ୍ଲାରେ ଜେଏମବି ସଙ୍ଗଠନର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ । ସେମାନଙ୍କୁ ଆତଙ୍କବାଦୀ କାର୍ଯ୍ୟ କରିବା ପାଇଁ ଜେଏମବିର ସଲାହୀନ ଏବଂ ଏଜାଜ ନିର୍ଦ୍ଦେଶ ଦେଉଥିଲେ । ସେମାନଙ୍କ ନିର୍ଦ୍ଦେଶକ୍ରମେ ଏମାନେ ସଙ୍ଗଠନ ପାଇଁ ଯୁବକଙ୍କୁ ଭର୍ତ୍ତି କରିବା ସହ ସେମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦେଉଥିଲେ।

Intro:Body:

Koliabor, 3 September: A woman named Rahima Begum of Assam's Nogaon district's Koliabor committed suicide on Tuesday afternoon as her name was not there in the NRC which was published on 31st August. The woman who was a resident of Koliabor's Borghuli was depressed as everyone in her family had their names in NRC. The woman's seven member family which included her husband and five children were residing in Guwahati for several years and were unable to submit their documents on time which is the reason why their names were not included in NRC.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.