ETV Bharat / bharat

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ, 2 ଯବାନ ଶହୀଦ

author img

By

Published : Oct 20, 2019, 10:19 AM IST

Updated : Oct 20, 2019, 11:09 AM IST

ଜାମ୍ମୁ-କାଶ୍ମୀର ତଙ୍ଗଧାର ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନା ସେନା । ଏଥିରେ ଦୁଇ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ସେପଟେ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ 3 ଜଣ ଆହତ ହୋଇଛନ୍ତି ।

ଅସ୍ତ୍ର ବିରତି ଉଲଙ୍ଘନ କଲା ପାକିସ୍ତାନ, 2 ଯବାନ ଶହୀଦ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ । ପାକିସ୍ତାନ ସେନା ପକ୍ଷରୁ ତଙ୍ଗଧାର ସେକ୍ଟରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଛି । ଏଥିରେ ଦୁଇ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ସେପଟେ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ 3 ଜଣ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ ନିୟନ୍ତ୍ରଣ ସୀମା ରେଖାରେ ପାକିସ୍ତାନ ସେନା ଅନୁପ୍ରବେଶକାରୀଙ୍କୁ ଭାରତ ଅଭିମୁଖେ ପଠାଉଥିଲା । ଏହି ସମୟରେ ଉଭୟ ସେନା ପକ୍ଷରୁ ଗୁଳିବର୍ଷଣ ହୋଇଥିଲା । ଫଳରେ ଚାଉଳ ଗୋଦାମ, ଗୋଟେ ଘର ନଷ୍ଟ ହେବା ସହ 2ଟି କାର, 2 ଟି ଗୋଶାଳା ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ଏହି ଗୋଶାଳାରେ 19ଟି ଗୋରୁ ଗାଈ ଏବଂ ମେଣ୍ଢା ଥିଲେ । ସେପଟେ ଭାରତୀୟ ସେନା ପକ୍ଷରୁ କଡା ଜବାବ ଦିଆଯାଉଛି ।

Intro:Body:

BLANK

Conclusion:
Last Updated : Oct 20, 2019, 11:09 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.