ଭୋପାଳ: ମଧ୍ୟ ପ୍ରଦେଶରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ସେନାର ଯୁଦ୍ଧାଭ୍ୟାସ ବେଳେ ମୋର୍ଟାର ବିସ୍ଫୋରଣ ଘଟି୨ ଜଣ ଯବାନଙ୍କ ମୃତ୍ୟୁ ବରଣ କରିଛନ୍ତି ।ଏହାସହ ଏକାଧିକ ଆହତ ହୋଇଛନ୍ତି। ଘଟଣାଟି ରାଜ୍ୟର ବେରଛା ହେମା ରେଞ୍ଜ ଘଟିଛି।
Army Sources: Two Indian Army soldiers killed in fire incident at the Bercha and Hema ranges in Mhow near Indore today. Fire was caused due to spark during firing practice. #MadhyaPradesh
— ANI (@ANI) April 4, 2019 " class="align-text-top noRightClick twitterSection" data="
">Army Sources: Two Indian Army soldiers killed in fire incident at the Bercha and Hema ranges in Mhow near Indore today. Fire was caused due to spark during firing practice. #MadhyaPradesh
— ANI (@ANI) April 4, 2019Army Sources: Two Indian Army soldiers killed in fire incident at the Bercha and Hema ranges in Mhow near Indore today. Fire was caused due to spark during firing practice. #MadhyaPradesh
— ANI (@ANI) April 4, 2019
ପ୍ରାରମ୍ଭିକ ସୂଚନା ଅନୁସାରେ, ବେରଛା ଫାଇରିଂ ରେଞ୍ଜରେ ମଧ୍ୟାହ୍ନରେ ଯୁଦ୍ଧ କୌଶଳ ଅଭ୍ୟାସ ଓ ପ୍ରଶିକ୍ଷଣ ବେଳେ ମୋର୍ଟାର ବିସ୍ଫୋରଣ ଘଟିଥିଲା । ଏହି ସମୟରେ ୨ ଯବାନ ଘଟଣା ସ୍ଥଳରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।
ଆହତ ଯବାନଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ସ୍ଥାନାନ୍ତରିତ କରାଯାଇଛି । କିନ୍ତୁ ବର୍ତ୍ତମାନ ଯାଏ ସେନା ପକ୍ଷରୁ ଏନେଇ ଅଧିକାସୂଚନା ଜାରି କରାଯାଇ ନାହିଁ।