ETV Bharat / bharat

12 ଘଣ୍ଟାରେ ପୁଣି 2 ମୁଣ୍ଡ ନେଇଗଲା କୋରୋନା - corona news

ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପୁୁଣି 2 ମୁଣ୍ଡ ନେଲା ଭାଇରସ । ଅଧିକ ପଢନ୍ତୁ....

Two death in corona
ପୁଣି 2 ମୁଣ୍ଡ ନେଲା କୋରୋନା
author img

By

Published : Mar 30, 2020, 11:12 AM IST

ହାଇଦ୍ରାବାଦ: ପୁଣି 2 ମୁଣ୍ଡ ନେଲା କୋରୋନା । ପଞ୍ଜାବରେ କୋରୋନାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି ହରଭଜନ ସିଂ । ତେବେ ଏହା ହେଉଛି ପଞ୍ଜାବର ଦ୍ବିତୀୟ କୋରୋନା ରୋଗୀଙ୍କ ମୃତ୍ୟୁ । ଅମୃତସର ଡିସି ଶିବଦୁଲାର ସିଂ କୋରୋନା ମୃତକଙ୍କ ବିଷୟରେ ସୂଚନା ଦେଇଛନ୍ତି । ପୂର୍ବରୁ ରାଜ୍ୟରେ କୋରୋନା ଯୋଗୁଁ ଜଣଙ୍କ ମୃତ୍ୟୁ ହୋଇଥିଲା । ପଞ୍ଜାବରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 38 ରେ ପହଞ୍ଚିଛି ।

ସେହିପରି ପଶ୍ଚିମବଙ୍ଗରେ ମଧ୍ୟ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ 50 ବର୍ଷୀୟ ବୃଦ୍ଧା ବୋଲି ଜଣାପଡିଛି । ଏହାପରେ ରାଜ୍ୟରେ କୋରୋନା ମୃତକଙ୍କ ସଂଖ୍ୟା 2ରେ ପହଞ୍ଚିଛି । ତେବେ ଭାରତରେ କୋରୋନା ପଜେଟିଭଙ୍କ ସଂଖ୍ୟା 1024 ଥିବା ବେଳେ ମୃତ୍ୟୁ ସଂଖ୍ୟା 2 ଛୁଇଁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.