ETV Bharat / bharat

ଗୋଆ ମେରିଟାଇମ କନକ୍ଲେଭ ଉଦ୍‌ଘାଟିତ

ଉଦ୍‌ଘାଟିତ ହୋଇଯାଇଛି ଦୁଇ ଦିନିଆ ଗୋଆ ମେରିଟାଇମ କନକ୍ଲେଭ । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଶୁକ୍ରବାର ଏହାକୁ ଉଦ୍‌ଘାଟନ କରିଛନ୍ତି।

author img

By

Published : Oct 4, 2019, 3:24 PM IST

ଫାଇଲ ଫଟୋ

ଗୋଆ: ଉଦ୍‌ଘାଟିତ ହୋଇଯାଇଛି ଦୁଇ ଦିନିଆ ଗୋଆ ମେରିଟାଇମ କନକ୍ଲେଭ । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଶୁକ୍ରବାର ଏହାକୁ ଉଦ୍‌ଘାଟନ କରିଛନ୍ତି । ଉତ୍ତର ଗୋଆର ସିନକିମରେ ଆୟୋଜିତ ଏହି କନକ୍ଲେଭରେ ନୌସେନା ଷ୍ଟାଫ ପ୍ରମୁଖ ଆଡମିରାଲ କରମବୀର ସିଂଙ୍କ ସମେତ ମାଳଦ୍ବୀପ, ଶ୍ରୀଲଙ୍କା, ବାଂଲାଦେଶ, ମିଆଁମାର, ଥାଇଲାଣ୍ଡ, ଇଣ୍ଡୋନେସିଆ, ସେଚେଲ୍ସ,, ମରିସସ୍‌, ସିଙ୍ଗାପୁର ଓ ମାଲେସିଆର ସାମୂଦ୍ରିକ ଏଜେନ୍ସିର ପ୍ରମୁଖ ଏଥିରେ ଯୋଗ ଦେଇଛନ୍ତି।

କାର୍ଯ୍ୟକ୍ରମରେ ଯୋଗ ଦେଇ ଏନଏସଏ ଅଜିତ ଡୋଭାଲ ନିଜର ଅଭିଭାଷଣ ରଖିଥିଲେ । ସେ କହିଥିଲେ କି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ରାଷ୍ଟ୍ର ପରସ୍ପରର ସହଯୋଗରେ ଆର୍ଥିକ ବିକାଶରେ ପରସ୍ପରର ଭାଗିଦାରୀ ହୋଇପାରିବା ସହ ଭବିଷ୍ୟତର ସମ୍ଭାବ୍ୟ ଆତଙ୍କୀ ଆକ୍ରମଣରୁ ନିଜକୁ ରକ୍ଷା କରିବାରେ ସମ୍ଭବ ହୋଇପାରିବ। ସେ ଏହା ମଧ୍ୟ କହିଥିଲେ କି ଆମେ ସଭିଏଁ ଭାରତ ମହାସାଗରୀୟ କ୍ଷେତ୍ର ଓ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ଗୋଟିଏ ଗୋଟିଏ ଗୁରୁତ୍ବପୂର୍ଣ୍ଣ ହିତାଧିକାରୀ । କାରଣ ଏହି ଦୁଇ କ୍ଷେତ୍ର ସବୁଠାରୁ ବିବାଦୀୟ ଓ ସୁଯୋଗପୂର୍ଣ୍ଣ କ୍ଷେତ୍ର।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.