ETV Bharat / bharat

କମୁଛି ସୁଧ ହାର, ନିବେଶ ଦ୍ବନ୍ଦ୍ବରେ ତିରୁପତି ମନ୍ଦିର - ରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି)

ସୁଧ ହାର ହ୍ରାସ ପରେ ନିବେଶ ନେଇ ଚିନ୍ତାକରୁଛି ତିରୁମାଳା ତିରୁପତି ମନ୍ଦିର ଟ୍ରଷ୍ଟ । ଅଧିକ ପଢନ୍ତୁ......

ବ୍ୟାଙ୍କରେ ନିବେଶ କରିବ ତୁରୁପତି ତିରୁମାଳା ଦେବସ୍ଥାନମ

author img

By

Published : Oct 18, 2020, 1:24 PM IST

ଅମରାବତୀ: ଭାରତର ଧନି ମନ୍ଦିର ମାନଙ୍କ ମଧ୍ୟରୁ ଅନ୍ୟତମ ତିରୁମାଲା ତିରୁପତି ବାଲାଜୀ ମନ୍ଦିର । ତେବେ କୋରୋନା କାଳରେ ମନ୍ଦିରର ରାଜସ୍ବ ନିବେଶକୁ ନେଇ ଚିନ୍ତାରେ ମନ୍ଦିର ଟ୍ରଷ୍ଟ । କୌଣସି ସରକାରୀ ଉତ୍ସରେ ନିବେଶ କରୁନଥିବା ଏହି ମନ୍ଦିର ସୁଧହାର କମିବାରୁ ଏବେ ନିବେଶ ନେଇ ଚିନ୍ତାରେ ।

କୋଭିଡ ମହାମାରୀ ପରେ ସୁଧ ହାର ହ୍ରାସ ପାଇବା ପରେ ନିବେଶ କଥା ଚିନ୍ତା କରୁଛନ୍ତି ମନ୍ଦିର କର୍ତ୍ତୁପକ୍ଷ । ନିବେଶର ବିକଳ୍ପ କଣ ହୋଇ ପାରିବ ତାକୁ ନେଇ ବିଚାରବିମର୍ଶ ଆରମ୍ଭ ହୋଇଛି ।

ଅନଲକ୍ 5.0 ଗାଇଡଲାଇନ ପରେ ଅର୍ଥନୀତିରେ ସାମାନ୍ୟ ବୃଦ୍ଧି ଘଟିଛି । ଏହାର ପରିଚାଳନାରେ ଥିବା ଟ୍ରଷ୍ଟ କୌଣସି ସଂସ୍ଥାନରେ ଅର୍ଥ ବିନିଯୋଗ କରିବା ନେଇ ଚିନ୍ତା କରୁଥିବା ନେଇ ଟ୍ରଷ୍ଟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ତେବେ କେଉଁ ସଂସ୍ଥା ବା ବ୍ୟାଙ୍କରେ କେତେ ପରିମାଣରେ ଅର୍ଥ ବିନିଯୋଗ ହେବ ତାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.