ETV Bharat / bharat

'ଆଉ 3 ଦିନ ସମୟ ଦେଲୁ, ତା'ପରେ ରାସ୍ତାକୁ ଓହ୍ଲାଇବୁ' - hunger strike

ଆନ୍ନାଙ୍କ ଗାଁ ରାଲେଗାଁସିଦ୍ଧିରେ ଅନଶନ ସ୍ଥଳୀରେ ତାଙ୍କୁ ଭେଟିଥିଲେ ତୃପ୍ତି । ଏହି ଅବସରରେ ସେ ମୋଦି ସରକାରଙ୍କୁ ଫେବୃୟାରୀ 8 ପର୍ଯ୍ୟନ୍ତ ସମୟସୀମା ଦେଇଛନ୍ତି । ଏହା ଭିତରେ ଆନ୍ନାଙ୍କ ଦାବି ପୂରଣ ପାଇଁ ସେ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଏଏନଆଇ
author img

By

Published : Feb 6, 2019, 7:27 PM IST

ପୁନେ: ଆନ୍ନା ହଜାରେଙ୍କ ଅନଶନକୁ ନେଇ ସାରା ଦେଶରେ ଦେଖାଦେଇଛି ଚହଳ । ଅନଶନ ଯୋଗୁଁ ଶରୀର ଧିରେ ଧିରେ ଅବନ୍ନତି ହେଉଥିଲେ ମଧ୍ୟ ଆନ୍ନା ଏଥରୁ ଓହରୁନାହାନ୍ତି । ନିଜ ଜିଦରେ ସେ ଅଟଳ ଅଛନ୍ତି । ତେବେ ଆନ୍ନାଙ୍କ ସମର୍ଥନରେ ଆସି ସମାଜସେବୀ ତୃପ୍ତି ଦେଶାଇ ମୋଦି ସରକାରଙ୍କୁ ଧମକ ଦେଇଛନ୍ତି ।

ରିପୋର୍ଟ ଅନୁସାରେ ଆଜି ଆନ୍ନାଙ୍କ ଗାଁ ରାଲେଗାଁସିଦ୍ଧିରେ ଅନଶନ ସ୍ଥଳୀରେ ତାଙ୍କୁ ଭେଟିଥିଲେ ତୃପ୍ତି । ଏହି ଅବସରରେ ସେ ମୋଦି ସରକାରଙ୍କୁ ଫେବୃୟାରୀ 8 ପର୍ଯ୍ୟନ୍ତ ସମୟସୀମା ଦେଇଛନ୍ତି । ଏହା ଭିତରେ ଆନ୍ନାଙ୍କ ଦାବି ପୂରଣ ପାଇଁ ସେ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ସମୟସୀମା ଭିତରେ ଦାବି ପୂରଣ ନହେଲେ ସେ ରାସ୍ତାକୁ ଓହ୍ଲାଇବେ ବୋଲି ଧମକ ଦେଇଛନ୍ତି । ସେ ତାଙ୍କ ଭୂମାତା ବ୍ରିଗେଡ କର୍ମୀଙ୍କ ସହ ଏହି ଆନ୍ଦୋଳନ କରିବେ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ସୂଚନାଯୋଗ୍ୟ ଜାନୁୟାରୀ 30ରୁ ୮୧ ବର୍ଷୀୟ ଆନ୍ନା ଏହି ଅନଶନରେ ବସିଛନ୍ତି । ଲୋକପାଳ ଓ ଲୋକାୟୁକ୍ତ ନିଯୁକ୍ତି ଦାବିରେ ସେ ଏହି ଅନଶନ କରୁଛନ୍ତି । ସେ କହିଛନ୍ତି ଯେ ୨୦୧୪ ମସିହାରେ ବିଜେପି ତାଙ୍କୁ ବ୍ୟବହାର କରିଥିଲା । ସମସ୍ତେ ଜାଣନ୍ତି ଲୋକପାଳ ପାଇଁ ତାଙ୍କ ଆନ୍ଦୋଳନ ବିଜେପି ଏବଂ ଆପକୁ କ୍ଷମତାକୁ ଆଣିଥିଲା । କିନ୍ତୁ କେନ୍ଦ୍ର ସରକାର ଏବେ ତାଙ୍କୁ ଭୁଲି ଯାଇଛନ୍ତି ।

ବିଜେପି ସରକାର ଦେଶକୁ ଭୁଲ ବାଟରେ ନେଇ ଯାଉଥିବାବେଳେ ମହାରାଷ୍ଟ୍ର ସରକାର ମଧ୍ୟ ଗତ ୪ ବର୍ଷ ଧରି କେବଳ ମିଛ କହୁଛନ୍ତି । ଏପରିକି ସରକାର ତାଙ୍କ ପ୍ରତିଶ୍ରୁତି ପୁରଣ ନକଲେ ସେ ପାଇଥିବା "ପଦ୍ମ ଭୂଷଣ" ସମ୍ମାନ ଫେରାଇ ଦେବେ ବୋଲି ଧମକ ଦେଇଛନ୍ତି । ଏହାସହ ତାଙ୍କର କିଛି ଘଟିଲେ ଏଥିପାଇଁ ମୋଦି ସରକାର ହିଁ ଦାୟୀ ରହିବେ ବୋଲି ସେ କହିଛନ୍ତି ।

undefined

SNTV Digital Daily Planning, 0800 GMT
Monday 7th January 2019  
Here are the stories you can expect over the next few hours. All times are GMT.
AFC ASIAN CUP COVERAGE:
SOCCER: 2019 AFC Asian Cup highlights from the Group C game between China and Kyrgyzstan. Expect at 1400 with reaction to follow at 1500.
SOCCER: 2019 AFC Asian Cup highlights from the Group C game between South Korea and Philippines. Expect 1630 with reaction to follow at 1730.
SOCCER: 2019 AFC Asian Cup highlights from the Group A game between Iran and Yemen. Expect at 1830 with reaction to follow at 1900.
SOCCER: Iraq hold official training and pre-match press conference ahead of their Group D match against Vietnam. Expect at 1430.
SOCCER: Vietnam hold official training and pre-match press conference ahead of their Group D match against Iraq. Expect at 1630.
SOCCER: Saudi Arabia hold official training and pre-match press conference ahead of their Group E match against North Korea. Expect at 1630.
SOCCER: North Korea hold official training and pre-match press conference ahead of their Group E match against Saudi Arabia. Expect at 1430.
OTHER COVERAGE:
SOCCER: Brahim Diaz is presented as a Real Madrid player after signing from Manchester City. Expect at 1500.
SOCCER: Highlights from the third round of the English FA CUP, Wolverhampton Wanderers v Liverpool. Expect at 2230.
TENNIS: Highlights from the ATP 250 Sydney International tournament in Australia. Timings to be confirmed.
TENNIS: Highlights from the World Tennis Challenge in Adelaide, Australia. Timings to be confirmed.
TENNIS: Highlights from FAST4 Showdown in Sydney, Australia. Timings to be confirmed.
TENNIS: Highlights from the WTA Sydney International tournament in Sydney, Australia. Timings to be confirmed.
CRICKET: Reaction after the fifth day of the fourth Test as India beat Australia in Sydney. Expect at 0800.
BIZARRE: Highlights from the Christmas Tree Throwing Championships - the Knutfest - in Germany. Timings to be confirmed.
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.