ETV Bharat / bharat

ସମ୍ପ୍ରିତି-୯ ପାଇଁ ପ୍ରସ୍ତୁତ ହେଉଛନ୍ତି ଭାରତ-ବାଂଲାଦେଶ ସୈନିକ

ଆସନ୍ତାକାଲି ଠାରୁ ଭାରତ-ବାଂଲାଦେଶ ମଧ୍ୟରେ ଆରମ୍ଭ ହେବ ମିଳିତ ସମରାଭ୍ୟାସ ସମ୍ପ୍ରିତି-୯ । ଏହି ସମରାଭ୍ୟାସ ପୂର୍ବରୁ ପ୍ରସ୍ତୁତ ହେଉଛନ୍ତି ଭାରତ ଏବଂ ବାଂଲାଦେଶ ସୈନିକ । ଦେଖନ୍ତୁ ଭିଡିଓ...

Exercise Sampriti-9
ଭାରତ-ବାଂଲାଦେଶ ସମରାଭ୍ୟାସ
author img

By

Published : Feb 2, 2020, 2:20 PM IST

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ଭାରତ-ବାଂଲାଦେଶ ମଧ୍ୟରେ ଆରମ୍ଭ ହେବ ମିଳିତ ସମରାଭ୍ୟାସ । ସମ୍ପ୍ରିତି-୯ ନାମରେ ନାମିତ ହୋଇଥିବା ଏହି ସମରାଭ୍ୟାସ ପୂର୍ବରୁ ପ୍ରସ୍ତୁତ ହେଉଛନ୍ତି ଭାରତ ଏବଂ ବାଂଲାଦେଶ ସୈନିକ । ଏହି ସମରାଭ୍ୟାସରେ ସେମାନେ ଆତଙ୍କବାଦୀଙ୍କ ସହ କିପରି ମୁକାବିଲା କରିବେ ସେନେଇ ପୂର୍ବରୁ ପ୍ରସ୍ତୁତ ହେଉଛନ୍ତି ।

ଭାରତ-ବାଂଲାଦେଶ ସମରାଭ୍ୟାସ

ମେଘାଳୟର ରାଜଧାନୀ ଶିଲଂ ସ୍ଥିତ ଉମରୋଇ କ୍ୟାଣ୍ଟନମେଣ୍ଟ୍‌ରେ ଏହି ମିଳିତ ସମରାଭ୍ୟାସ ଆୟୋଜିତ ହେବ। ଆତଙ୍କବାଦୀଙ୍କ ବିରୋଧରେ କିଭଳି ଉନ୍ନତ ଧରଣର ସର୍ଚ୍ଚ ଅପରେଶନ୍‌ କରାଯିବ ଏବଂ ସେମାନଙ୍କ ସହ କିପରି ମୁକାବିଲା କରାଯିବ ସେନେଇ ସମ୍ପ୍ରିତି-୯ରେ ଯୋଗଦେଇଥିବା ସୈନ୍ୟଙ୍କୁ ପ୍ରଶିକ୍ଷଣ ଦିଆଯିବ। ଫେବୃଆରୀ 3ରୁ ଆରମ୍ଭ ହୋଇ ଏହା ଫେବୃୟାରୀ ୧୬ ପର୍ଯ୍ୟନ୍ତ ଜାରି ରହିବ। ଉଭୟ ଦେଶର ସାମରିକ ଶକ୍ତିକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ପୂର୍ବରୁ ମଧ୍ୟ ଏଭଳି ମିଳିତ ସମରାଭ୍ୟାସ ଅନୁଷ୍ଠିତ ହୋଇସାରିଛି ।

ଏଏନଆଇ ଇନପୁଟ ସହ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.