ETV Bharat / bharat

ଯୁବତୀ ହେଲେ ଟେନସନ ଫ୍ରି, ଟ୍ରେଣ୍ଡ କରୁଛି ଟ୍ରାନ୍ସପରେଣ୍ଟ ମାସ୍କ - corona mask

ଟ୍ରେନସନ ଫ୍ରି ହେଲେ ୟଙ୍ଗ ଲେଡି ! ଏବେ ମାସ୍କ ବି ପିନ୍ଧି ପାରିବେ ତା ସହ ଷ୍ଟାଇଲିସ ଲୁକ୍ ପାଇଁ ଲିପଷ୍ଚିକର ବ୍ୟବହାର ମଧ୍ୟ କରିପାରିବେ। କାରଣ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ଟ୍ରାନ୍ସପରେଣ୍ଟ ମାସ୍କ।

lipstick
ଟ୍ରେନସନ ଫ୍ରି ହେଲେ ୟଙ୍ଗ ଲେଡି ! ଏବେ ମାସ୍କ ବି ପିନ୍ଧି ପାରିବେ ତା ସହ ଷ୍ଟାଇଲିସ ଲୁକ୍ ପାଇଁ ଲିପଷ୍ଚିକର ବ୍ୟବହାର ମଧ୍ୟ କରିପାରିବେ। କାରଣ ସୋସିଆଲ ମିଡିଆରେ ଟ୍ରେଣ୍ଡିଂ କରୁଛି ଟ୍ରାନ୍ସପରେଣ୍ଟ ମାସ୍କ।
author img

By

Published : Apr 27, 2020, 12:02 PM IST

ନୂଆଦିଲ୍ଲୀ: ଟ୍ରେନସନ ଫ୍ରି ହେଲେ ୟଙ୍ଗ ଲେଡି ! ଏବେ ମାସ୍କ ବି ପିନ୍ଧି ପାରିବେ ତା ସହ ଷ୍ଟାଇଲିସ ଲୁକ୍ ପାଇଁ ଲିପଷ୍ଚିକର ବ୍ୟବହାର ମଧ୍ୟ କରିପାରିବେ। କାରଣ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ଟ୍ରାନ୍ସପରେଣ୍ଟ ମାସ୍କ।

lipstick
ଯୁବତୀ ହେଲେ ଟେନସନ ଫ୍ରି, ଟ୍ରେଣ୍ଡିଂ କରୁଛି ଟ୍ରାନ୍ସପରେଣ୍ଟ ମାସ୍କ

ଅଭିନବ ଓ ଷ୍ଟାଇଲ ଲୁକରେ ଥିବା ଏହି ମାସ୍କ ଯୁବତୀ ମାନଙ୍କ ବେଶ ପସନ୍ଦ ଆସୁଛି। ତେବେ ମାସ୍କଟି ନାକ ଏବଂ ପାଟିକୁ ସମ୍ପୂର୍ଣ୍ଣ ଘୋଡାଉଥିବା ବେଳେ ମଝିରେ ଲାଗିଥିବା ସିଲଡ୍ ଜରିରେ ଆପଣ ଲଗାଇଥିବା ମ୍ୟାଚିଙ୍ଗ୍ ଲିପଷ୍ଟିକ୍ ସମ୍ପର୍ଣ୍ଣ ଭାବେ ଦୃଶ୍ୟମାନ ହୋଇପାରିବ।

ଦେଶରେ କୋରୋନା ମହାମାରୀ ମୁକାବିଲା ପାଇଁ ଲକଡାଉନ ବଳବତ୍ତର ରହିଛି। ଏହି ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏହାସହ ଘରୁ ବାହାରିଲେ ଓ ଅଫିସ କାମ ସମୟର ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ଆହ୍ବାନ ଦିଆଯାଇଥିବା ବେଳେ ଦେଶବାସୀ ଏହାକୁ ପାଳନ କରୁଛନ୍ତି।

ତେବେ ଚର୍ଚ୍ଚା ଅନୁସାରେ, ଯୁବତୀ ଅନୁସାରେ ବାହାରକୁ ଯିବା ସମୟରେ ମାସ୍କ ପରିଧାନକୁ ଯୁବତୀ ମାନେ ଟେନସନରେ ଥିଲେ। କାରଣ ମାସ୍କ ପିନ୍ଧିବା ଦ୍ବାରା ମୁହଁରେ ଅଧିକାଂଶ ଘୋଡେଇ ହୋଇଯିବା ସହ ଲୁକ୍ କମିଯାଉଥିଲା। ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋ ଏବେ ଯୁବତୀ ମାନଙ୍କ ଟେନସନ ଦୂର କରିବ ବୋଲି କୁହାଯାଉଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.