ETV Bharat / bharat

ବିବାହ କଲେ 15 ଟ୍ରାନ୍ସଜେଣ୍ଡର ଯୋଡି

ରାୟପୁରଠାରେ ସାମୂହିକ ହିନ୍ଦୁ ରୀତିନୀତିରେ 15 ଯୋଡି ଟ୍ରାନ୍ସଜେଣ୍ଡରଙ୍କ ବିବାହ କରାଯାଇଛି। ତେବେ ରାୟପୁର ସ୍ଥିତ ଟ୍ରାନ୍ସଜେଣ୍ଡର ଓ ସାମାଜିକ କାର୍ଯ୍ୟକର୍ତ୍ତା ବିଦ୍ୟା ରାଜପୂତଙ୍କ ସହମେୟର ମଧୁ କିନ୍ନର ମଧ୍ୟ ଏହି ବିବାହରେ ଯୋଗ ଦେଇଥିଲେ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Mar 31, 2019, 9:46 AM IST

ରାୟପୁର: ରାୟପୁରରେ 15 ଯୋଡି ଟ୍ରାନ୍ସଜେଣ୍ଡରଙ୍କ ବିବାହ ସମ୍ପନ୍ନ ହୋଇଛି । ଶନିବାର ରାୟପୁରଠାରେ ସାମୂହିକ ହିନ୍ଦୁ ରୀତିନୀତିରେ 15 ଯୋଡି ଟ୍ରାନ୍ସଜେଣ୍ଡରଙ୍କ ବିବାହ କରାଯାଇଛି। ତେବେ ଏହି ବିବାହ ପାରମ୍ପରିକ ହିନ୍ଦୁ ରୀତିନୀତି ଅନୁଯାୟୀ କରାଯାଇଥିଲା। ଯେଉଁଥିରେ ବିବାହ ପୂର୍ବର ରୀତନୀତି ହଳଦୀ, ମେହେନ୍ଦୀ, ର୍ନିବନ୍ଧ ଏବଂ ସଂଗୀତ ଆଦିର ଆୟୋଜନ କରାଯାଇଥିଲା।

ତେବେ ରାୟପୁର ସ୍ଥିତ ଟ୍ରାନ୍ସଜେଣ୍ଡର ଓ ସାମାଜିକ କାର୍ଯ୍ୟକର୍ତ୍ତାବିଦ୍ୟା ରାଜପୂତଙ୍କ ସହ ଏହି ବିବାହରେ ଛତିଶଗଡର ରାୟଗଡର ଏକ ଟ୍ରାନ୍ସଜେଣ୍ଡର ତଥା ମେୟର ମଧୁ କିନ୍ନର ଯୋଗ ଦେଇଥିଲେ।

ତେବେ ଏହି ବିବାହ ନେଇ ମଧୁ କହିଛନ୍ତି, ପ୍ରଥମ ଥର ପାଇଁ ଏପରି ବିବାହ ଆମ ଦେଶରେ ହେଉଛି। ଭବିଷ୍ୟତରେଏହା ଟ୍ରେଣ୍ଡ ପାଲଟିବ।

2014ର ସୁପ୍ରିମକୋର୍ଟ ନିଷ୍ପତି ଅନୁଯାୟୀ,ଟ୍ରାନ୍ସଜେଣ୍ଡରମାନଙ୍କୁ ଏବେ ‘ତୃତୀୟ ଲିଙ୍ଗ’ର ମାନ୍ୟତା ଦିଆଯାଇଛି। ଏଥିସହ ସେମାନେ ସାମ୍ବିଧାନିକ ଅଧିକାର ଏବଂ ସ୍ବାଧିନତା ପ୍ରାପ୍ତ।

Intro:Body:

HGJ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.