ETV Bharat / bharat

ମଧ୍ୟପ୍ରଦେଶରେ ଟ୍ରେନ ଦୁର୍ଘଟଣା, 3 ମୃତ

author img

By

Published : Mar 1, 2020, 12:14 PM IST

ମଧ୍ୟପ୍ରଦେଶର ସିଙ୍ଗରୋଲି ଅଞ୍ଚଳରେ ଦୁଇଟି ମାଲବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ଘଟିଛି ।

train accident in madhya pradesh
ମଧ୍ୟପ୍ରଦେଶରେ ଟ୍ରେନ ଦୁର୍ଘଟଣା, 3 ମୃତ

ଭୋପାଳ: ମଧ୍ୟପ୍ରଦେଶର ସିଙ୍ଗରୋଲି ଅଞ୍ଚଳରେ ଦୁଇଟି ମାଲବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ଘଟିଛି । ଦୁଇଟି ମାଲବାହୀ ଟ୍ରେନ ସାମ୍ନାସାମ୍ନି ଧକ୍କା ହେବାରୁ ଏଭଳି ଦୁର୍ଘଟଣା ଘଟିଛି ।

ମଧ୍ୟପ୍ରଦେଶରେ ଟ୍ରେନ ଦୁର୍ଘଟଣା, 3 ମୃତ

ସୂଚନା ଅନୁସାରେ, ଉତ୍ତରପ୍ରଦେଶର ରେହନ୍ଦ ନଗରରୁ ଆସୁଥିବା ଏକ ମାଲବାହୀ ଟ୍ରେନ ଓ ଅମରୋଲୀକୁ ଯାଉଥିବା ଏକ ମାଲବାହୀ ଟ୍ରେନର ସାମ୍ନାସାମ୍ନି ଧକ୍କା ହୋଇଛି । ଯେଉଁଥିରେ ଘଟଣାସ୍ଥଳରେ ହିଁ 3 ଜଣଙ୍କ ମୃତ୍ୟୁ ଘଟିଛି ।

ସେପଟେ ଖବର ପାଇ ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଦୁଇଟି ଟ୍ରେନକୁ ଟ୍ରାକରୁ ବାହାର କରିବା ସହ ଚାପି ହୋଇଥିବା ମୃତଦେହକୁ ଉଦ୍ଧାର କରୁଛନ୍ତି ଏହି ଟିମ୍‌ । ତେବେ ଦାୟିତ୍ବହୀନତାରୁ ଏପରି ଘଟିଥିବା କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.