ETV Bharat / bharat

ଅକ୍ଟୋବର 5 ସୁଦ୍ଧା ସରିଛି 8,10,71,797 କୋରୋନା ସାମ୍ପଲ ଟେଷ୍ଟ: ICMR

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ରହିଥିବା କୋରୋନା ଟେଷ୍ଟ ଦ୍ବାରା ନିୟନ୍ତ୍ରଣକୁ ଆସିଛି ସଂକ୍ରମଣ ସଂଖ୍ୟା । ଅଧିକ ପଢନ୍ତୁ...

author img

By

Published : Oct 6, 2020, 10:36 AM IST

ଅକ୍ଟୋବର 5 ସୁଦ୍ଧା ସରିଛି 8,10,71,797 କୋରୋନା ସାମ୍ପଲ ଟେଷ୍ଟ: ICMR
ଅକ୍ଟୋବର 5 ସୁଦ୍ଧା ସରିଛି 8,10,71,797 କୋରୋନା ସାମ୍ପଲ ଟେଷ୍ଟ: ICMR

ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ଉପରେ ରୋକ ଲଗାଇବାକୁ ଦେଶରେ ପ୍ରତ୍ୟେକ ଦିନ ବିଭିନ୍ନ ପଞ୍ଜିକୃତ ଓ ଅଣ ପଞ୍ଜିକୃତ ଲ୍ୟାବରେ ଚାଲିଛି କୋରୋନା ସାମ୍ପଲ ଟେଷ୍ଟ। ଯାହା ଫଳରେ ସମୟ ପୂର୍ବରୁ ସଂକ୍ରମିତ ଚିହ୍ନଟ ହୋଇ ଚିକିତ୍ସା ହେବା ଦ୍ବାରା କୋରୋନା ସଂକ୍ରମଣ ଏବେ ଦେଶରେ ହ୍ରାସ ପାଇବାରେ ଲାଗିଛି ।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ମୁତାବକ, ଗତ 24 ଘଣ୍ଟାରେ ଦେଶର ବିଭିନ୍ନ ଲ୍ୟାବରେ 10 ଲକ୍ଷ 89 ହଜାର 403ଟି ସାମ୍ପଲ ଟେଷ୍ଟ ସରିଛି । ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ମୋଟ 8 କୋଟି 10 ଲକ୍ଷ 71 ହଜାର 797 କୋରୋନା ସାମ୍ପଲ ଟେଷ୍ଟ ସରିଛି।

ବର୍ତ୍ତମାନ ଦେଶରେ 66 ଲକ୍ଷ 85 ହଜାରରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା। ଏଥିରେ 1 ଲକ୍ଷ 3 ହଜାର 569 ଜଣଙ୍କର ମୃତ୍ୟୁ ହୋଇଛି। ମୋଟ ସଂକ୍ରମିତଙ୍କ ମଧ୍ୟରୁ 56 ଲକ୍ଷ 62 ହଜାର 491 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ, 9 ଲକ୍ଷ 19 ହଜାର 23 ଜଣ ଦେଶର ବିଭିନ୍ନ କୋଭିଡ ସେଣ୍ଟରରେ ଚିକିତ୍ସାଧୀନ ଅଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.