ETV Bharat / bharat

ଦେଶର କୋରୋନା ପଜିଟିଭ ସଂଖ୍ୟା 56342, ମୃତ୍ୟୁ ସଂଖ୍ୟା 1886କୁ ବୃଦ୍ଧି - corona live page

Total number of COVID19 positive cases in India rises to 56342
ଦେଶର କୋରୋନା ପଜିଟିଭ ସଂଖ୍ୟା 56342, ମୃତ୍ୟୁ ସଂଖ୍ୟା 1886କୁ ବୃଦ୍ଧି
author img

By

Published : May 8, 2020, 9:49 AM IST

09:36 May 08

ଦେଶର କୋରୋନା ପଜିଟିଭ ସଂଖ୍ୟା 56342, ମୃତ୍ୟୁ ସଂଖ୍ୟା 1886କୁ ବୃଦ୍ଧି

Total number of COVID19 positive cases in India rises to 56342
ଦେଶର କୋରୋନା ପଜିଟିଭ ସଂଖ୍ୟା 56342, ମୃତ୍ୟୁ ସଂଖ୍ୟା 1886କୁ ବୃଦ୍ଧି

ନୂଆଦିଲ୍ଲୀ:ଦେଶର ମୋଟ ପଜିଟିଭ ସଂଖ୍ୟା 56342କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା 1886ରେ ପହଞ୍ଚିଛି । ସେହିପରି ବର୍ତ୍ତମାନ ସୁଦ୍ଧା 37916ଜଣ ଚିକିତ୍ସିତ ହେଉଥିବା ବେଳେ 16539 ଜଣ ସୁସ୍ଥ ହୋଇଥିବା ଜଣାପଡିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ମହାରାଷ୍ଟ୍ରରେ ସର୍ବାଧିକ 17974ଜଣ କୋରୋନା ପଜିଟିଭ ଚିହ୍ନଟ କରାଯାଇଥିବା  ବେଳେ ଗୁଜୁରାଟରେ 7012, ଦିଲ୍ଲୀରେ 5980, ତାମିଲନାଡୁରେ 5409, ରାଜସ୍ଥାନରେ 3427, ଉତ୍ତରପ୍ରଦେଶରେ 3071, ଆନ୍ଧ୍ରପ୍ରଦେଶରେ 1847,  ତେଲେଙ୍ଗାନା 1123, କର୍ଣ୍ଣାଟକରେ 705 ଓ କେରଳରେ 503 ରହିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 694 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 425, ମଧ୍ୟପ୍ରଦେଶରେ 193, ଦିଲ୍ଲୀରେ 66, ଆନ୍ଧ୍ରପ୍ରଦେଶରେ 38, ତାମିଲନାଡୁରେ 37, କର୍ଣ୍ଣାଟକରେ 30 ଓ ତେଲେଙ୍ଗାନାରେ 29 ଜଣଙ୍କ ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.